୨୦୦୨ ଗୁଜରାଟ ଦଙ୍ଗା: ବିଲକିସ୍‌ ବାନୋଙ୍କୁ ୫୦ ଲକ୍ଷ ଓ ଚାକିର ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ, ଚାକିରି ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ ଗୁଜରାଟ ସରକାର ନିର୍ଦ୍ଦେଶ ଅନୁସାରେ ବାନୋଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି କୋର୍ଟ କହିଛନ୍ତି। ଏପ୍ରିଲ ମାସରେ ମଧ୍ୟ ସୁପ୍ରିମକୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନଃ ବିଚାର କରିବାକୁ ଗୁଜରାଟ […]

sdd

sdd

Hemant Lenka
  • Published: Monday, 30 September 2019
  • Updated: 30 September 2019, 07:47 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ, ଚାକିରି ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨ ସପ୍ତାହ ମଧ୍ୟରେ ଗୁଜରାଟ ସରକାର ନିର୍ଦ୍ଦେଶ ଅନୁସାରେ ବାନୋଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି କୋର୍ଟ କହିଛନ୍ତି। ଏପ୍ରିଲ ମାସରେ ମଧ୍ୟ ସୁପ୍ରିମକୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନଃ ବିଚାର କରିବାକୁ ଗୁଜରାଟ ସରକାର ଆବେଦନ କରିଥିଲେ। ହେଲେ ଏହାକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

୨୦୦୨ ମାର୍ଚ୍ଚ ୩ରେ ରାନ୍ଧିକପୁର ଗାଁରେ ରହୁଥିବା ବାନୋ ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ୫ ମାସର ଗର୍ଭବତୀ ଥିବା ବାନୋଙ୍କୁ ସେହି ସମୟରେ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ବାନୋଙ୍କ ପରିବାରର ୧୪ ଜଣ ସଦସ୍ୟ ପ୍ରାଣ ହରାଇଥିଲେ।

ଏମାନଙ୍କ ମଧ୍ୟରେ ବାନୋଙ୍କ ଅଢ଼େଇ ବର୍ଷର ଝିଅ ମଧ୍ୟ ରହିଥିଲା। କିଛି ଲୋକଙ୍କ ଝିଅଟିକୁ ବାନୋଙ୍କ ହାତରୁ ଚଢ଼ାଇ ନେଇ ପଥରରେ ଛେଚି ହତ୍ୟା କରିଥିଲେ। ବାନୋଙ୍କ ସ୍ୱାମୀ ୟାକୁବ ରସୁଲ କହିଛନ୍ତି, ଦଙ୍ଗା ପରେ ଗୁଜରାଟ ସରକାର କ୍ଷତି ପୂରଣ ଯୋଜନା କରିଥିଲେ। ହେଲେ ଏତେ ବର୍ଷ ପରେ ମଧ୍ୟ ଆମ ପରିବାରକୁ କିଛି ବି ମିଳିନଥିଲା। ଏଥିପାଇଁ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। ଏବେ ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story