ଜିମେଲ୍ ବନ୍ଦ କଲା ଗୁଇନ୍ଦାଗିରି: ଆଉ ଆପଣଙ୍କ ମେଲ୍ ଉପରେ ରଖିବ ନାହିଁ ନଜର

ନୂଆଦିଲ୍ଲୀ: ସବୁବେଳେ ଦେଖାଯାଏ ଗୁଗଲ ଆପଣଙ୍କୁ ସେହି ସବୁ ପ୍ରଡକ୍ଟସ୍‌ର ବିଜ୍ଞାପନ ଦେଖାଏ ଯାହା ସଂପର୍କରେ ଆପଣ କୌଣସି ସାଙ୍ଗ ସହିତ କଥା ହୋଇଥିବେ ଅବା ତାହାକୁ ସର୍ଚ୍ଚ କରିଥିବେ। ଆପଣଙ୍କ ମେଲ୍ ରେକର୍ଡ ଆଧାରରେ ଗୁଗଲ ଏପରି କରେ। ତେବେ ନିକଟରେ କଂପାନୀ ଘୋଷଣା କରିଛି ଯେ ଏବେ ଏହା ଆଉ ୟୁଜର୍ସଙ୍କ ମେଲ୍ ଉପରେ ନଜର ରଖିବ ନାହିଁ। କାରଣ ଅନେକ ୟୁଜର୍ସ ଗୁଗଲର ଏହି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ସେମାନଙ୍କ […]

gmail

gmail

Rakesh Mallick
  • Published: Monday, 26 June 2017
  • Updated: 26 June 2017, 11:01 AM IST

Sports

Latest News

ନୂଆଦିଲ୍ଲୀ: ସବୁବେଳେ ଦେଖାଯାଏ ଗୁଗଲ ଆପଣଙ୍କୁ ସେହି ସବୁ ପ୍ରଡକ୍ଟସ୍‌ର ବିଜ୍ଞାପନ ଦେଖାଏ ଯାହା ସଂପର୍କରେ ଆପଣ କୌଣସି ସାଙ୍ଗ ସହିତ କଥା ହୋଇଥିବେ ଅବା ତାହାକୁ ସର୍ଚ୍ଚ କରିଥିବେ। ଆପଣଙ୍କ ମେଲ୍ ରେକର୍ଡ ଆଧାରରେ ଗୁଗଲ ଏପରି କରେ। ତେବେ ନିକଟରେ କଂପାନୀ ଘୋଷଣା କରିଛି ଯେ ଏବେ ଏହା ଆଉ ୟୁଜର୍ସଙ୍କ ମେଲ୍ ଉପରେ ନଜର ରଖିବ ନାହିଁ। କାରଣ ଅନେକ ୟୁଜର୍ସ ଗୁଗଲର ଏହି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ସେମାନଙ୍କ ପ୍ରାଇଭେସିରେ ହସ୍ତକ୍ଷେପ ବୋଲି ୟୁଜର୍ସମାନେ ଅଭିଯୋଗ କରିଥିଲେ।

୨୦୦୪ରୁ ଚାଲି ଆସିଥିବା ଏହି ଅଭ୍ୟାସ କ୍ରମେ ଗୁଗଲ ୟୁଜର୍ସଙ୍କ ପସନ୍ଦର ବିଜ୍ଞାପନ ଦେଖାଇବା ପାଇଁ ସେମାନଙ୍କ ଜିମେଲ୍ ଆକାଉଣ୍ଟ ଉପରେ ନଜର ରଖି ଆସୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story