ଗୋ’ ଚାଲାଣ ଅଭିଯୋଗରେ ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଗୋ’ ଚାଲାଣ ଅଭିଯୋଗରେ ଜଣେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି।  ଏହି ଘଟଣା ଉଡୁପି ସହରରେ ଘଟିଛି। ସ୍ଥାନୀୟ ଏସିପି ବାଳକୃଷ୍ଣ କହିଛନ୍ତି,“ବିଜେପି କର୍ମୀ ପ୍ରବୀଣ ପୂଜାରୀଙ୍କୁ ହତ୍ୟା ଅଭିଯୋଗରେ  ପ୍ରାୟ ୧୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।” ସୂଚାନାଯୋଗ୍ୟ, ବିଜେପି କର୍ମୀ ପ୍ରବୀଣ ତାଙ୍କ ବନ୍ଧୁ ଅକ୍ଷୟଙ୍କ ସହ ଏକ ଗାଡ଼ିରେ ଗାଈ ଚାଲାଣ କରୁଥିବା  ଭିଏଚ୍‌ପି ଓ ବଜରଙ୍ଗ […]

praveen

praveen

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 02:52 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଗୋ’ ଚାଲାଣ ଅଭିଯୋଗରେ ଜଣେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି।  ଏହି ଘଟଣା ଉଡୁପି ସହରରେ ଘଟିଛି।

ସ୍ଥାନୀୟ ଏସିପି ବାଳକୃଷ୍ଣ କହିଛନ୍ତି,“ବିଜେପି କର୍ମୀ ପ୍ରବୀଣ ପୂଜାରୀଙ୍କୁ ହତ୍ୟା ଅଭିଯୋଗରେ  ପ୍ରାୟ ୧୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।”

ସୂଚାନାଯୋଗ୍ୟ, ବିଜେପି କର୍ମୀ ପ୍ରବୀଣ ତାଙ୍କ ବନ୍ଧୁ ଅକ୍ଷୟଙ୍କ ସହ ଏକ ଗାଡ଼ିରେ ଗାଈ ଚାଲାଣ କରୁଥିବା  ଭିଏଚ୍‌ପି ଓ ବଜରଙ୍ଗ ଦଳର ସଦସ୍ୟଙ୍କୁ ଏହି ଖବର ମିଳିବା ପରେ ୨୦ରୁ ଅଧିକ ଲୋକ ସେଠାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଥିଲେ।  ଘଟଣାସ୍ଥଳରେ ପ୍ରବୀଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos