ରାଜରାସ୍ତାରେ ଧାରଣା ଦେଲେ ଭଗବାନ

ଝାନ୍ସୀ: କଳିଯୁଗର ବିଚିତ୍ର ଦୃଶ୍ୟ। ମନ୍ଦିର ଜମିକୁ ବି ଛାଡ଼ିଲେନି। ଶେଷରେ ନିଜ ମନ୍ଦିର ଜମି ପାଇଁ ଧାରଣା ଦେଲେ ସ୍ୱୟଂ ଭଗବାନ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଜମି-ମାଫିଆଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବାର ଦାବି କରୁଛନ୍ତି, କିନ୍ତୁ ଝାନ୍ସୀ ଜିଲ୍ଲାରେ ମନ୍ଦିର ଜମି ମୁକୁଳେଇବା ପାଇଁ ଭଗବାନଙ୍କୁ ଧାରଣା ଦେବାକୁ ପଡ଼ୁଛି। ଘଟଣାଟି ଘଟିଛି ଝାନ୍ସୀ ଜିଲ୍ଲାର ମଉରାନୀପୁର ତହସିଲର ଗୋରା ଗାଁରେ। ଏଠାରେ ଏକ ପୂରୁଣା ମନ୍ଦିର ଅଛି। ଯେଉଁଠାରେ ଭଗବାନ ଠାକୁରଜୀ […]

god

god

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 03:58 PM IST

Sports

Latest News

ଝାନ୍ସୀ: କଳିଯୁଗର ବିଚିତ୍ର ଦୃଶ୍ୟ। ମନ୍ଦିର ଜମିକୁ ବି ଛାଡ଼ିଲେନି। ଶେଷରେ ନିଜ ମନ୍ଦିର ଜମି ପାଇଁ ଧାରଣା ଦେଲେ ସ୍ୱୟଂ ଭଗବାନ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଜମି-ମାଫିଆଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବାର ଦାବି କରୁଛନ୍ତି, କିନ୍ତୁ ଝାନ୍ସୀ ଜିଲ୍ଲାରେ ମନ୍ଦିର ଜମି ମୁକୁଳେଇବା ପାଇଁ ଭଗବାନଙ୍କୁ ଧାରଣା ଦେବାକୁ ପଡ଼ୁଛି।

ଘଟଣାଟି ଘଟିଛି ଝାନ୍ସୀ ଜିଲ୍ଲାର ମଉରାନୀପୁର ତହସିଲର ଗୋରା ଗାଁରେ। ଏଠାରେ ଏକ ପୂରୁଣା ମନ୍ଦିର ଅଛି। ଯେଉଁଠାରେ ଭଗବାନ ଠାକୁରଜୀ ବିରାଜମାନ ଅଛନ୍ତି। ୬ମାସ ପୂର୍ବରୁ ଏଠାକାର ପୂଜାରୀ ଗାଁର ସୁଧାରାଣୀ ନାମକ ମହିଳାଙ୍କୁ ମନ୍ଦିରର ଜମି ବିକ୍ରି କରି ଫେରାର ହୋଇଯାଇଛନ୍ତି। ଏହା ପରଠୁ ମନ୍ଦିରରେ ନା କେହି ପୂଜାରୀ ଅଛନ୍ତି ନା ମନ୍ଦିରରେ ସବୁଦିନ ପୂଜା ହେଉଛି।

ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ମନ୍ଦିରରୁ ଠାକୁରଙ୍କ ପ୍ରତିମାକୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯ।ୟୀ ସୁଧାରାଣୀ ନାମ୍ନୀ ମହିଳା ଜୋର ଜବରଦସ୍ତି ମନ୍ଦିର ଜମିର ରେଜଷ୍ଟ୍ରି କରାଇ ନେଇଛନ୍ତି ଓ ପୂଜାରୀଙ୍କୁ ଗାୟବ କରିଦେଇଛନ୍ତି।

ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ମନ୍ଦିର ଜମି ଫେରାଇବା ପାଇଁ ଦାବି କରିଛନ୍ତି। ସେମାନେ ତହସିଲଦାର ଲାଞ୍ଚ ନେଇ ମନ୍ଦିର ଜମି ରେଜେଷ୍ଟ୍ରି କରିଥିବା ଅଭିଯୋଗ କରିଛନ୍ତି। ସେପଟେ ମଉରାନୀପୁର ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ମନ୍ଦିର ଜମି ନିୟମ ଅନୁଯାୟୀ ମୁକୁଳାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story