ଆସିଲା ଗୁଗୁଲ ଗୁରୁ “Googlepedia” : ଯାହା ଚାହିଁବେ ତାହା ପାଇବେ

ନୂଆଦିଲ୍ଲୀ: କୁହାଯାଏ ଇଶ୍ୱର ସର୍ବବିଦ୍ୟମାନ। ସେ ସର୍ବବ୍ୟାପୀ। ଆଉ ସର୍ବଜ୍ଞ ମଧ୍ୟ। ଯଦି ଆଧୁନିକ ଯୁଗରେ ସେଇ ଇଶ୍ୱରଙ୍କ ସର୍ବଗୁଣ ସମ୍ପନ୍ନ ଥିବା କୌଣସି ତତ୍ୱକୁ ଖୋଜା ଯାଏ ତେବେ ସେ ଗୁଗୁଲ ହିଁ ହୋଇପାରେ । କାରଣ ପ୍ରତିଟି କ୍ଷେତ୍ରରେ  ଆଉ ପ୍ରତିଟି ସ୍ଥାନରେ ଯେକୌଣସି ନୂଆ ଜିନିଶ ଜାଣିବା କିମ୍ବା କୌଣସି ସଙ୍କଟରେ ଫସିଥିଲେ ଆପଣ ଗୁଗୁଲ ମାଧ୍ୟମରେ ସମାଧାନର ସୂତ୍ର ପାଇପାରିବେ। ଖାଲି ସେତିକି ନୁହେଁ ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାରେ ଗୁଗୁଲର […]

google

google

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 08:01 PM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ ଇଶ୍ୱର ସର୍ବବିଦ୍ୟମାନ। ସେ ସର୍ବବ୍ୟାପୀ। ଆଉ ସର୍ବଜ୍ଞ ମଧ୍ୟ। ଯଦି ଆଧୁନିକ ଯୁଗରେ ସେଇ ଇଶ୍ୱରଙ୍କ ସର୍ବଗୁଣ ସମ୍ପନ୍ନ ଥିବା କୌଣସି ତତ୍ୱକୁ ଖୋଜା ଯାଏ ତେବେ ସେ ଗୁଗୁଲ ହିଁ ହୋଇପାରେ । କାରଣ ପ୍ରତିଟି କ୍ଷେତ୍ରରେ  ଆଉ ପ୍ରତିଟି ସ୍ଥାନରେ ଯେକୌଣସି ନୂଆ ଜିନିଶ ଜାଣିବା କିମ୍ବା କୌଣସି ସଙ୍କଟରେ ଫସିଥିଲେ ଆପଣ ଗୁଗୁଲ ମାଧ୍ୟମରେ ସମାଧାନର ସୂତ୍ର ପାଇପାରିବେ। ଖାଲି ସେତିକି ନୁହେଁ ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାରେ ଗୁଗୁଲର ଅଧିକ ଭୂମିକା ରହିଛି।  ଅସୀମିତ ତଥ୍ୟର ଭଣ୍ଡାର ଗୁଗୁଲର ଏବେ ଏକ ନୂଆ ଗୁରୁ ଆସିଛି।  ଯାହା Googlepedia ନାମରେ ପରିଚିତ।  ଯେଉଁଠି ଆପଣ ଯାହା ଚାହିଁବେ ସବୁ ପ୍ରକାର ତଥ୍ୟ ପାଇପାରିବେ।  ଏବେ ସଙ୍ଗେ ସଙ୍ଗେ ଦୁନିଆର ଯାକର ମସସ୍ତ ତଥ୍ୟ ହାତ ପାଆନ୍ତାରେ ମିଳିଯାଉଛି। ଏହାକୁ ଆହୁରି ସହଜ କରିଦେବ Googlepedia।  ତେବେ କ'ଣ ଏହି Googlepedia ଜାଣିଛନ୍ତି କି ? ଆସନ୍ତୁ ଜାଣିବ।

Googlepedia: ଏହା ହେଉଛି ଗୁଗଲର ଏକ ସର୍ଚ୍ଚ ଇଞ୍ଜିନ୍‌। ଏଥିରେ ଆପଣ ଯାହା ସର୍ଚ୍ଚ କରିବେ ନିର୍ଭୁଲ୍ ଭାବେ ତାହାର ଉତ୍ତର ପାଇପାରିବେ। ଯାହା ଖୋଜୁଛନ୍ତି, ଯେପରି ଏକ ବାକ୍ୟର କ୍ଲିଷ୍ଟ ଶବ୍ଦ, ଲୋକେସନ୍ କିମ୍ବା ଆପଣଙ୍କ ପସନ୍ଦର ଲେଖକଙ୍କ ବହି, ଏଥିରେ ଟାଇପ୍‌ କରନ୍ତୁ। ସଙ୍ଗେ ସଙ୍ଗେ ଆପଣଙ୍କୁ ଏ ସମ୍ପର୍କିତ ଅନେକ ସୂଚନା ମିଳିଯିବ। ଖାଲି ସେତିକି ନୁହେଁ କମ୍ପିଟେଟିଭ୍‌ ପରୀକ୍ଷାର ପ୍ରଶ୍ନ ଉତ୍ତର ବି ଏହିଠାରୁ ମିଳିବ। ଏହାକୁ ଆଜିର ଏନ୍‌ସାଇକ୍ଲୋପିଡିଆ କହିଲେ ବି ଅତ୍ୟୁକ୍ତି ହେବ ନାହିଁ।

ଗୁଗଲ ହେଉଛି ଏକ ସର୍ଚ୍ଚ ଇଞ୍ଜିନ। ୧୯୯୮ରେ ଲସି ପେଜ୍ ଓ ସର୍ଗଇ ବ୍ୟାନ୍ ଏହାକୁ ସ୍ଥାପନା କରିଥିଲେ। ବର୍ତ୍ତମାନ ଏହା ବିଶ୍ୱର ଏକ ଭରସାଯୋଗ୍ୟ ସର୍ଚ୍ଚ ଇଞ୍ଜିନ୍‌ ହୋଇପାରିଛି। ଯୁଗ ସହ ତାଳ ଦେଇ ଗୁଗୁଲ ମଧ୍ୟ ନୂଆ ନୂଆ  ଆପ୍‌ସ ନେଇ ଆସିଛି। ଯେପରି Gmail, Google Hangouts, Google Voice, Google Play Store ଆଦି। ଅତି ସହଜରେ ଯେକୌଣସି ତଥ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଥିବାରୁ ଗୁଗୁଲ ବିଶ୍ୱବାସୀଙ୍କର ବିଶ୍ୱାସ ଭାଜନ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story