ଏନଡିଏକୁ ଅଲବିଦା କହିଲେ, ମମତାଙ୍କ ସହ ହାତ ମିଳାଇଲେ ଫେରାର ବିମଳ ଗୁରୁଙ୍ଗ

କୋଲକାତା: ଦୀର୍ଘ ୩ ବର୍ଷ ଧରି ଫେରାର ରହିଥିବା ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ନେତା ବିମଳ ଗୁରୁଙ୍ଗ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ସେ ଆଜି ହଠାତ୍‌ କୋଲକାତାରେ ଆର୍ବିଭାବ ହେବା ସହ ଏନଡିଏ ସହ ସମ୍ପର୍କଚ୍ଛିନ୍ନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସି ସହ ସେ ହାତ ମିଳାଇଛନ୍ତି। କୋଲକାତାର ସଲ୍ଟ ଲେକ୍‌ ନିକଟରେ ଥିବା ଗୋର୍ଖା ଭବନରେ ସେ ଉପସ୍ଥିତ ରହି ସାମ୍ବାଦିକ ସମ୍ମଳନୀ […]

fgh

fgh

Hemant Lenka
  • Published: Wednesday, 21 October 2020
  • Updated: 21 October 2020, 07:53 PM IST

Sports

Latest News

କୋଲକାତା: ଦୀର୍ଘ ୩ ବର୍ଷ ଧରି ଫେରାର ରହିଥିବା ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ନେତା ବିମଳ ଗୁରୁଙ୍ଗ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ସେ ଆଜି ହଠାତ୍‌ କୋଲକାତାରେ ଆର୍ବିଭାବ ହେବା ସହ ଏନଡିଏ ସହ ସମ୍ପର୍କଚ୍ଛିନ୍ନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସି ସହ ସେ ହାତ ମିଳାଇଛନ୍ତି।

କୋଲକାତାର ସଲ୍ଟ ଲେକ୍‌ ନିକଟରେ ଥିବା ଗୋର୍ଖା ଭବନରେ ସେ ଉପସ୍ଥିତ ରହି ସାମ୍ବାଦିକ ସମ୍ମଳନୀ କରିଥିଲେ। ସେ କହିଛନ୍ତି, ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ। ମମତା ବାନାର୍ଜୀ ଯାହା କହିଥିଲେ, ତାହା କରିକି ଦେଖାଇଛନ୍ତି। ଏହି କାରଣରୁ ମୁଁ ଏନଡିଏ ସହ ସମ୍ପର୍କଚ୍ଛିନ୍ନ କରୁଛି। ଆଜିଠାରୁ ବିଜେପି ସହ ମୋର କୌଣସି ସମ୍ପର୍କ ନାହିଁ। ୨୦୨୧ ବେଙ୍ଗଲ ବିଧାନସଭାରେ ଆମେ ଟିଏମସି ସହ ମେଣ୍ଟ କରିବୁ ଓ ବିଜେପିକୁ ଉଚିତ ଜବାବ ଦେବୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ସ୍ୱତନ୍ତ୍ର ଗୋର୍ଖା ଲ୍ୟାଣ୍ଡ ଆନ୍ଦୋଳନ ଜାରି ରହିବ। ୨୦୨୪ରେ ଯେଉଁ ରାଜନୀତିକ ସଂଗଠନ ଆମ ଦାବିକୁ ପୂରଣ କରିବ, ଆମେ ତା’କୁ ହିଁ ସମର୍ଥନ କରିବୁ। ଗୁରୁଙ୍ଗ ୨୦୧୭ରୁ ଫେରାର ହୋଇଯାଇଥିଲେ। ଏହି ସମୟରେ ସ୍ୱତନ୍ତ୍ର ଗୋର୍ଖା ଲ୍ୟାଣ୍ଡ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ ସର୍ବୋଚ୍ଚସ୍ତରରେ ରହିଥିଲା।

ଆନ୍ଦୋଳନକାରୀମାନେ ଦାର୍ଜିଲିଙ୍ଗ ଓ ଅନ୍ୟାନ୍ୟ ପ୍ରାନ୍ତରେ ପ୍ରବଳ ପୋଡ଼ାଜଳା ଏବଂ ହିଂସାକାଣ୍ଡ ଘଟାଇଥିଲେ। ଏଥିପାଇଁ ଗୁରୁଙ୍ଗଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହି କାରଣରୁ ସେ ୨୦୧୭ରୁ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story