ବିଜେପିର ଗୌରବ ଯାତ୍ରା: ଆରମ୍ଭ କଲେ ଶାହ, ଶେଷ କରିବେ ମୋଦି

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ବିଜେପିର ଗୁଜରାଟ ଗୌରବ ଯାତ୍ରା।  ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥଳୀ କରମସଦରୁ ଏହାର ଶୁଭାରମ୍ଭ କରିଛନ୍ତି  ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ଦେଶର ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଘରକୁ ଯାଇ ଅମିତ ଶାହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  ଏହି ଯାତ୍ରା ମାଧ୍ୟମରେ ଗତ ଦୁଇ ଦଶନ୍ଧିରୁ ରାଜ୍ୟରେ ଆସିଥିବା ବିକାଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ବିଜେପି ଲକ୍ଷ୍ୟ ରଖିଛି । ପଟେଲ ସଂରକ୍ଷଣ ଆନ୍ଦୋଳନକୁ ନେଇ […]

amit

amit

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 02:10 PM IST

Sports

Latest News

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ବିଜେପିର ଗୁଜରାଟ ଗୌରବ ଯାତ୍ରା।  ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥଳୀ କରମସଦରୁ ଏହାର ଶୁଭାରମ୍ଭ କରିଛନ୍ତି  ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ଦେଶର ଏକତାର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ଘରକୁ ଯାଇ ଅମିତ ଶାହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  ଏହି ଯାତ୍ରା ମାଧ୍ୟମରେ ଗତ ଦୁଇ ଦଶନ୍ଧିରୁ ରାଜ୍ୟରେ ଆସିଥିବା ବିକାଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ବିଜେପି ଲକ୍ଷ୍ୟ ରଖିଛି ।

ପଟେଲ ସଂରକ୍ଷଣ ଆନ୍ଦୋଳନକୁ ନେଇ ଗ୍ରାମୀଣ ଅଞ୍ଚଳରେ ଦୁର୍ବଳ ହୋଇ ପଡ଼ିଥିବା ଦଳୀୟ ସଂଗଠନକୁ ମଜଭୁତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ବିଜେପି । ଆସନ୍ତା୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଯାତ୍ରା ପ୍ରାୟ ୫ ହଜାର କିଲୋମିଟର ଦୂରତା ଅତିକ୍ରମ କରିବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିନଗରରେ ଏହାର ସମାପନ କରିବେ।  ବିଜେପି ଏହି ବିକାଶ ତାଲିକାରେ ବୁଲେଟ ଟ୍ରେନକୁ ମଧ୍ୟ ସାମିଲ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story