ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଚାଇନା ସହ ତିକ୍ତତା ସୃଷ୍ଟି ହୋଇଥିବାରୁ ଭାରତ ସରକାର ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଭାରତ ଏ ସମ୍ପର୍କରେ ତାଇୱାନ ସହ ବିଧିବଦ୍ଧ ଆଲୋଚନା ମଧ୍ୟ ଆରମ୍ଭ କରିବ। ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲେ ହେଁ ଚାଇନା ଏହା ଉପରେ ନିଜର ଦବଦବା ଦେଖାଇ ଚାଲିଛି। ତାଇୱାନର ଲୋକମାନେ ଚାଇନାର ହୁକୁମାତିକୁ […]

d

d

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 03:44 PM IST

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଚାଇନା ସହ ତିକ୍ତତା ସୃଷ୍ଟି ହୋଇଥିବାରୁ ଭାରତ ସରକାର ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଭାରତ ଏ ସମ୍ପର୍କରେ ତାଇୱାନ ସହ ବିଧିବଦ୍ଧ ଆଲୋଚନା ମଧ୍ୟ ଆରମ୍ଭ କରିବ।

ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲେ ହେଁ ଚାଇନା ଏହା ଉପରେ ନିଜର ଦବଦବା ଦେଖାଇ ଚାଲିଛି। ତାଇୱାନର ଲୋକମାନେ ଚାଇନାର ହୁକୁମାତିକୁ ଗ୍ରହଣ କରୁନାହାନ୍ତି। ତଥାପି ବେଜିଂ ବିରୋଧକାରୀଙ୍କ ମୁହଁ ବନ୍ଦ କରିବାକୁ ତାଇୱାନରେ ନୁଆ ଜାତୀୟ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରିଛି।

ଚାଇନା ବାରମ୍ବାର ତାଇୱାନକୁ ଧମକ ଦେଉଥିବାରୁ ନିକଟରେ ଆମେରିକା ଏହି ଦେଶକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବ ବୋଲି ଘୋଷଣା କରିଥିଲା। ଏହାକୁ କିନ୍ତୁ ଚାଇନା ଜୋରଦାର ବିରୋଧ କରିଛି। ଏବେ ଭାରତ ମଧ୍ୟ ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବାକୁ ଯାଉଛି।

ତାଇୱାନ ଦୀର୍ଘ ବର୍ଷ ହେଲାଣି ଭାରତ ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରି ଆସିଛି। ତେବେ ଚାଇନା ସହ ତିକ୍ତତା ସୃଷ୍ଟି ହେବା ଆଶଙ୍କାରେ ଭାରତ ସରକାର ଏଥିରେ ରାଜି ହେଉ ନଥିଲେ। କିନ୍ତୁ ଏବେ ଭାରତ ସରକାର ତାଇୱାନ ସହ ସିଧାସଳଖ ବ୍ୟବସାୟିକ ସମ୍ପର୍କରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ତାଇୱାନ ସହ ଟ୍ରେଡ ଡିଲ୍ ଆରମ୍ଭ ହେଲେ ଭାରତରେ ଟେକ୍ନୋଲୋଜି ଓ ବୈଦ୍ୟୁତିକ ଶିଳ୍ପରେ ପୁଞ୍ଜିନିବେଶ ପରିମାଣ ବୃଦ୍ଧି ପାଇବ ବୋଲି ସରକାର ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story