ଚାଷୀଙ୍କ ସହ ୩୦ ତାରିଖ ଦିନ ୨ଟାରେ ବୈଠକ କରିବେ ସରକାର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ସହ ପୁଣିଥରେ ଆଲୋଚନା କରିବେ ସରାକାର। ଆସନ୍ତା ୩୦ ତାରିଖ ଦିନ ୨ଟାରେ ଚାଷୀ ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ। ଚାଷୀଙ୍କୁ ବୈଠକକୁ ଆସିବା ପାଇଁ ଆଜି କେନ୍ଦ୍ର କୃଷି ସଚିବ ଚିଠି ଲେଖିଛନ୍ତି। ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚିଠିରେ କୁହାଯାଇଛି। ଏହାପୂର୍ବରୁ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ […]

d

d

Hemant Lenka
  • Published: Monday, 28 December 2020
  • Updated: 28 December 2020, 04:58 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ସହ ପୁଣିଥରେ ଆଲୋଚନା କରିବେ ସରାକାର। ଆସନ୍ତା ୩୦ ତାରିଖ ଦିନ ୨ଟାରେ ଚାଷୀ ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ। ଚାଷୀଙ୍କୁ ବୈଠକକୁ ଆସିବା ପାଇଁ ଆଜି କେନ୍ଦ୍ର କୃଷି ସଚିବ ଚିଠି ଲେଖିଛନ୍ତି। ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚିଠିରେ କୁହାଯାଇଛି।

ଏହାପୂର୍ବରୁ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଏହାକୁ ପଢ଼ିବା ପରେ ଚାଷୀମାନେ ୨୯ ତାରିଖରେ ବୈଠକ କରିବାକୁ କହିଥିଲେ। ଏବେ କେନ୍ଦ୍ର ସରକାର ୩୦ ତାରିଖରେ ବୈଠକ କରିବାକୁ ସହମତି ହୋଇଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ ବସିବ ବୋଲି ସରକାରଙ୍କ ପକ୍ଷରୁ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି।

ଦୀର୍ଘ ୩୩ ଦିନ ହେଲା ହଜାର ହଜାର ସଂଖ୍ୟାରେ ଚାଷୀ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଛନ୍ତି। ସେମାନଙ୍କୁ ବୁଝାଇବାକୁ କେନ୍ଦ୍ର ସରକାର ଏକାଧିକ ଥର ବୈଠକ କରିଥିଲେ ହେଁ ଏଯାଏ କୌଣସି ଫଳାଫଳ ବାହାରି ପାରିନାହିଁ। ଏଥର ବୈଠକରେ ସକାରାତ୍ମକ ଫଳାଫଳ ବାହାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story