ଆସୁଛି ଝଡ଼, ଓଡିଶା ସମେତ ୪ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପାଇଁ ୪ ରାଜ୍ୟକୁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ତାଲିକାରେ ରହିଛି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ। ଏହି ରାଜ୍ୟଗୁଡିକରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ସମ୍ଭାବନା ଥିବାରୁ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନେ ସତର୍କ ରହିବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ୧୨୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ […]

56t

56t

Rakesh Mallick
  • Published: Friday, 04 May 2018
  • Updated: 04 May 2018, 07:14 PM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପାଇଁ ୪ ରାଜ୍ୟକୁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଏହି ତାଲିକାରେ ରହିଛି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ। ଏହି ରାଜ୍ୟଗୁଡିକରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ସମ୍ଭାବନା ଥିବାରୁ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନେ ସତର୍କ ରହିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ୧୨୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶରେ ଏହି ମୃତାହତଙ୍କ ସଂଖ୍ୟା ସର୍ବାଧିକ। ଏହି ରାଜ୍ୟରେ ୭୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୯୧ ଜଣ ଆହତ ହୋଇଥିଲେ।

ସେହିପରି ରାଜସ୍ଥାନରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୨୦୬ ଜଣ  ଆହତ ହୋଇଥିଲେ। ତେଲଙ୍ଗାନା, ଉତ୍ତରାଖଣ୍ଡ ଆଉ ପଞ୍ଜାବରେ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୮, ୬ ଓ ୨।

ଗୃହ ମନ୍ତ୍ରାଳୟର ମୁଖପାତ୍ର ଆଜି ସମ୍ଭାବ୍ୟ ଝଡ଼ବାତ୍ୟାର ସୂଚନା ଦେବାସହ ଏହାର ପ୍ରଭାବ ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରମ୍‌ ଓ ତ୍ରୀପୁରାରେ ଦେଖିବାକୁ ମିଳିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story