ଟ୍ରିପଲ ତଲାକ୍‌ ଅଧ୍ୟାଦେଶରେ କଣ୍ଟା ସାଜିଛନ୍ତି ବିରୋଧୀ

ଟ୍ରିପଲ ତଲାକକୁ ନେଇ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଅଧ୍ୟାଦେଶ ଆଣିପାରନ୍ତି। ଯାହା ସୂଚନା ମିଳିଛି, ପରବର୍ତ୍ତୀ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ମଂଜୁରୀ ମିଳିପାରେ। ସଂସଦରେ ସରକାର ବିଲ୍ ପାସ୍ କରିପାରିନଥିବାରୁ ଅଧ୍ୟାଦେଶର ରାସ୍ତା ଆପଣେଇବାକୁ ଚେଷ୍ଟା କରିଛନ୍ତି। ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ବାଚନିକ୍ ଭୋଟରେ ପାରିତ ହୋଇଛି। ତେବେ ବିଲରେ କିଛି ସଂଶୋଧନ ଦାବିରେ ଏହା ଏବେ ସୁଦ୍ଧା ରାଜ୍ୟସଭାରେ ଅଟକି ରହିଛି। ମୁସଲିମ୍ ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପାଇଁ […]

triple

triple

Rakesh Mallick
  • Published: Friday, 04 May 2018
  • Updated: 04 May 2018, 05:27 PM IST

Sports

Latest News

ଟ୍ରିପଲ ତଲାକକୁ ନେଇ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଅଧ୍ୟାଦେଶ ଆଣିପାରନ୍ତି। ଯାହା ସୂଚନା ମିଳିଛି, ପରବର୍ତ୍ତୀ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ମଂଜୁରୀ ମିଳିପାରେ। ସଂସଦରେ ସରକାର ବିଲ୍ ପାସ୍ କରିପାରିନଥିବାରୁ ଅଧ୍ୟାଦେଶର ରାସ୍ତା ଆପଣେଇବାକୁ ଚେଷ୍ଟା କରିଛନ୍ତି। ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ବାଚନିକ୍ ଭୋଟରେ ପାରିତ ହୋଇଛି। ତେବେ ବିଲରେ କିଛି ସଂଶୋଧନ ଦାବିରେ ଏହା ଏବେ ସୁଦ୍ଧା ରାଜ୍ୟସଭାରେ ଅଟକି ରହିଛି। ମୁସଲିମ୍ ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପାଇଁ ଅଧ୍ୟାଦେଶ ଅଣାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଗତବର୍ଷ ଟ୍ରିପଲ ତଲାକ୍‌କୁ ଅବୈଧ ଘୋଷଣା କରିଥିଲେ ସୁପ୍ରିମକୋର୍ଟ। କୌଣସି ମାଧ୍ୟମରେ ଟ୍ରିପଲ୍ ତଲାକକୁ ଗ୍ରହଣ କରାଯିବ ନାହିଁ। ଏହାଛଡ଼ା ଯଦି ଟ୍ରିପଲ୍ ତଲାକ ଭଳି ଘଟଣାକୁ ସମ୍ନାକୁ ଆସେ ତେବେ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story