ବେଙ୍ଗଲ ରାଜ୍ୟପାଳଙ୍କୁ କ୍ୟାମ୍ପସରେ ପୂରାଇ ଦେଲେନି ଛାତ୍ରଛାତ୍ରୀ

କୋଲକାତା: ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧାନଖର ପୁଣିଥରେ ହଟହଟା ହୋଇଛନ୍ତି। ସେ କ୍ୟାଲକାଟା ବିଶ୍ୱବିଦ୍ୟାଳୟରେ ଆୟୋଜିତ କନଭୋକେସନରେ ଯୋଗଦେବାକୁ ଆସିଥିଲେ ହେଁ ଶିକ୍ଷାର୍ଥୀମାନେ ତାଙ୍କୁ ବିରୋଧ କରିଥିଲେ। ଗୋ ବ୍ୟାକ୍‌ ନାରା ଶୁଣିବା ପରେ ପରିସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟପାଳ ଷ୍ଟେଜ୍‌ ଉପରେ ପାଦ ରଖିବାକୁ ସକ୍ଷମ ହୋଇ ନଥିଲେ। ବିରୋଧ ଓ ନାରାବାଜି ମଧ୍ୟରେ ରାଜ୍ୟପାଳ ଜଗଦୀପ କନଭୋକେସନ ହେଉଥିବା ସ୍ଥାନରେ ମାତ୍ର ୩୦ ମିନିଟ୍‌ ରହିବାକୁ ସକ୍ଷମ ହୋଇଥିଲେ। ହେଲେ ଏହି ସମୟରେ […]

ngf

ngf

Hemant Lenka
  • Published: Tuesday, 28 January 2020
  • Updated: 28 January 2020, 08:09 PM IST

Sports

Latest News

କୋଲକାତା: ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧାନଖର ପୁଣିଥରେ ହଟହଟା ହୋଇଛନ୍ତି। ସେ କ୍ୟାଲକାଟା ବିଶ୍ୱବିଦ୍ୟାଳୟରେ ଆୟୋଜିତ କନଭୋକେସନରେ ଯୋଗଦେବାକୁ ଆସିଥିଲେ ହେଁ ଶିକ୍ଷାର୍ଥୀମାନେ ତାଙ୍କୁ ବିରୋଧ କରିଥିଲେ। ଗୋ ବ୍ୟାକ୍‌ ନାରା ଶୁଣିବା ପରେ ପରିସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟପାଳ ଷ୍ଟେଜ୍‌ ଉପରେ ପାଦ ରଖିବାକୁ ସକ୍ଷମ ହୋଇ ନଥିଲେ।

ବିରୋଧ ଓ ନାରାବାଜି ମଧ୍ୟରେ ରାଜ୍ୟପାଳ ଜଗଦୀପ କନଭୋକେସନ ହେଉଥିବା ସ୍ଥାନରେ ମାତ୍ର ୩୦ ମିନିଟ୍‌ ରହିବାକୁ ସକ୍ଷମ ହୋଇଥିଲେ। ହେଲେ ଏହି ସମୟରେ ସେ କେବଳ ଷ୍ଟେଜର ପଛପାଖରେ ଥିବା ଗେଷ୍ଟ ରୁମରେ ରହିଥିଲେ।

ଆଜିର କାର୍ଯ୍ୟକ୍ରମରେ ନୋବେଲ ବିଜେତା ଅଭିଜିତ ବିନାୟକ ବାନାର୍ଜୀଙ୍କୁ ଡକ୍ଟରେଟ୍‌ ଉପାଧି ରାଜ୍ୟପାଳ ଜଗଦୀପ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ସମ୍ମାନିତ କରିବାର ଥିଲା। ହେଲେ ତାଙ୍କୁ ଛାତ୍ରଛାତ୍ରୀମାନେ ବିରୋଧ କରିବାରୁ ଅଭିଜିତ ବାନାର୍ଜୀଙ୍କୁ କୁଳପତି ହିଁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲେ।

ଏହାପୂର୍ବରୁ ଡିସେମ୍ବର ୨୪ରେ ରାଜ୍ୟପାଳ ଜଗଦୀପ ଯାଦବପୁର ବିଶ୍ୱବିଦ୍ୟାଳୟର କନଭୋକେସନରେ ଯୋଗଦେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିରୋଧର ଶିକାର ହୋଇଥିଲେ। ଫଳରେ ତାଙ୍କୁ କନଭୋକେସନରେ ଯୋଗଦେବାକୁ ସୁଯୋଗ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story