ଆଖୁଚାଷୀଙ୍କ ପାଇଁ ୩୫ଶହ କୋଟିର ସବସିଡି ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୦୨୦-୨୦୨୧ରେ ୬୦ ଲକ୍ଷ ଟନ୍‌ ଚିନି ଭାରତରୁ ବିଦେଶକୁ ରପ୍ତାନୀ କରାଯିବ। ଏ ବାବଦରେ ଆଖୁ ଚାଷୀ ଓ ଚିନିକଳ ମିଲ୍ସଗୁଡ଼ିକ ପାଇଁ ସରକାର ୩୫ଶହ କୋଟି ଟଙ୍କାର ସବସିଡି ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ନିଷ୍ପତ୍ତି ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଅନୁମୋଦନ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା […]

e

e

Hemant Lenka
  • Published: Wednesday, 16 December 2020
  • Updated: 16 December 2020, 07:10 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୦୨୦-୨୦୨୧ରେ ୬୦ ଲକ୍ଷ ଟନ୍‌ ଚିନି ଭାରତରୁ ବିଦେଶକୁ ରପ୍ତାନୀ କରାଯିବ। ଏ ବାବଦରେ ଆଖୁ ଚାଷୀ ଓ ଚିନିକଳ ମିଲ୍ସଗୁଡ଼ିକ ପାଇଁ ସରକାର ୩୫ଶହ କୋଟି ଟଙ୍କାର ସବସିଡି ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ନିଷ୍ପତ୍ତି ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଅନୁମୋଦନ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସବସିଡି ବାବଦ ଅର୍ଥ ସିଧାସଳଖ ଚାଷୀ ଓ ହିତାଧିକାରୀଙ୍କ ଖାତାକୁ ଯିବ। ନୂଆ ଯୋଜନା ଦ୍ୱାରା ୫ କୋଟି ଚାଷୀ ଉପକୃତ ହେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଚିନି ଶିଳ୍ପ ଓ ଆଖୁଚାଷୀମାନେ ସମସ୍ୟାରେ ରହିଛନ୍ତି।

କାରଣ ଦେଶରେ ଏଥର ବହୁତ ଅଧିକ ପରିମାଣରେ ଆଖୁଚାଷ ହୋଇଛି। ବାର୍ଷିକ ୨୬୦ ଲକ୍ଷ ଟନ୍ ଚିନି ଦରକାର ଥିବା ବେଳେ ଏଥର ୩୧୦ ଲକ୍ଷ ଟନ୍ ଚିନି ଉତ୍ପାଦିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ୬୦ ଲକ୍ଷ ଟନ୍‌ ଚିନି ରପ୍ତାନୀ ଉପରେ ସବସିଡି ଘୋଷଣା କରିଛନ୍ତି।

ଏଥିପାଇଁ ୩୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ଓ ହିତାଧିକାରଙ୍କ ଖାତାକୁ ଏହି ଅର୍ଥ ପଠାଯିବ। ଏହି ଯୋଜନା ଦ୍ୱାରା ୫ କୋଟି ଚାଷୀ ଓ ୫ ଲକ୍ଷ ଶ୍ରମିକ ଉପକୃତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story