ଆକ୍ସନ ମୋଡରେ ମୋଦି-୨ ସରକାର: ଦୁର୍ନୀତି ପାଇଁ ୧୨ ଆୟକର ଅଧିକାରୀ ହେଲେ ବିଦା

ନୂଆଦିଲ୍ଲୀ: ଲୋକଙ୍କ ବିଶ୍ୱାସ ଜିତିବାକୁ ମୋଦି-୨ ସରକାର କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ନାରା ଦେଇଥିଲେ, ସେଦିଗରେ ଆଜି ପାଦେ ଆଗେଇଛନ୍ତି।  ଆୟକର ଭଳି ବିଭାଗରେ ରହି ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କରୁଥିବା ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି ସରକାର ବିଦା କରିଛନ୍ତି। ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଯୁଗ୍ମ କମିଶନର ରାଙ୍କର ଅଫିସର ଅଛନ୍ତି। ତାଙ୍କ ନାଁରେ ବ୍ୟବସାୟୀମାନଙ୍କୁ ସହଯୋଗ କରୁଥିବା ଭଳି ଅଭିଯୋଗ ଆସିଥିଲା। ଏପରି […]

no

no

Hemant Lenka
  • Published: Monday, 10 June 2019
  • Updated: 10 June 2019, 10:31 PM IST

Sports

Latest News

ନୂଆଦିଲ୍ଲୀ: ଲୋକଙ୍କ ବିଶ୍ୱାସ ଜିତିବାକୁ ମୋଦି-୨ ସରକାର କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ନାରା ଦେଇଥିଲେ, ସେଦିଗରେ ଆଜି ପାଦେ ଆଗେଇଛନ୍ତି।  ଆୟକର ଭଳି ବିଭାଗରେ ରହି ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କରୁଥିବା ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି ସରକାର ବିଦା କରିଛନ୍ତି।

ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଯୁଗ୍ମ କମିଶନର ରାଙ୍କର ଅଫିସର ଅଛନ୍ତି। ତାଙ୍କ ନାଁରେ ବ୍ୟବସାୟୀମାନଙ୍କୁ ସହଯୋଗ କରୁଥିବା ଭଳି ଅଭିଯୋଗ ଆସିଥିଲା। ଏପରି କି ସେ ଟିକସ ଫାଙ୍କିବା ପାଇଁ ଆତ୍ମଘୋଷିତ ବାବା ଚନ୍ଦ୍ରସ୍ୱାମୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ।

ନୋଏଡାରେ କାର୍ଯ୍ୟରତ ଜଣେ ଆଇଆରଏସ୍‌ ଅଫିସରଙ୍କୁ ମଧ୍ୟ ସରକାର ବିଦା କରିଛନ୍ତି। ଏହି ଆଇଆରଏସ୍‌ ଅଫିସର ଜଣଙ୍କ କମିଶନର ରାଙ୍କର। ସେ ଦୁଇ ଜଣ ମହିଳା ଆଇଆରଏସ୍‌ ଅଫିସରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏଭଳି ଭାବେ ଦୁର୍ନୀତି ଅଭିଯୋଗ ଥିବା ୧୨ ଜଣ କମିଶନର ରାଙ୍କ ଓ ଆଇଆରଏସ୍‌ ଅଫିସରଙ୍କୁ ମୋଦି-୨ ସରକାର ବିଦା କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମନ୍ତ୍ରୀମାନେ ସଚିବମାନଙ୍କ ସହ ବୈଠକ କରିଥିଲେ। ଏହାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story