ଭୁଶୁଡ଼ିବ କର୍ଣ୍ଣାଟକା, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର !

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନର ଇଫେକ୍ଟ ଏବେ କଂଗ୍ରେସ ଶାସିତ କର୍ଣ୍ଣାଟକା, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏହି ୩ ରାଜ୍ୟରେ ସରକାର କ୍ଷମତାରେ ଥିଲେ ହେଁ ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଛି। ବିଶେଷ କରି କର୍ଣ୍ଣାଟକା ଓ ରାଜସ୍ଥାନରେ ସ୍ଥିତି ସଙ୍ଗିନ ଅବସ୍ଥାକୁ ଚାଲି ଆସିଛି। ଏଠାରେ କଂଗ୍ରେସ ନେତୃତ୍ୱକୁ ତୃଣମୂଳସ୍ତରର କର୍ମୀମାନେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ନାଟକ […]

saq

saq

Hemant Lenka
  • Published: Tuesday, 28 May 2019
  • Updated: 28 May 2019, 07:32 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନର ଇଫେକ୍ଟ ଏବେ କଂଗ୍ରେସ ଶାସିତ କର୍ଣ୍ଣାଟକା, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏହି ୩ ରାଜ୍ୟରେ ସରକାର କ୍ଷମତାରେ ଥିଲେ ହେଁ ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଛି। ବିଶେଷ କରି କର୍ଣ୍ଣାଟକା ଓ ରାଜସ୍ଥାନରେ ସ୍ଥିତି ସଙ୍ଗିନ ଅବସ୍ଥାକୁ ଚାଲି ଆସିଛି।

ଏଠାରେ କଂଗ୍ରେସ ନେତୃତ୍ୱକୁ ତୃଣମୂଳସ୍ତରର କର୍ମୀମାନେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ନାଟକ ଏହାକୁ ଅଧିକ ଗୋଳିଆ କରି ଦେଇଛି।

ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା। କଂଗ୍ରେସର କିଛି ନେତା ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଆଉ କିଛି ସଚିନ୍‌ ପାଇଲଟ୍‌ଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶେଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଘଟଣାରେ ହସ୍ତକ୍ଷେପ କରି ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ସଚିନ୍‌ ପାଇଲଟଙ୍କୁ ତାଙ୍କ ଡେପୁଟି କରିଥିଲେ। ଏବେ ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସଚିନ୍‌ ପାଇଲଟ୍‌ଙ୍କ ସମର୍ଥକ ଗେହଲଟଙ୍କୁ ଦାୟୀ କରିଛନ୍ତି।

ବିଶେଷ କରି ଗେହଲଟ ହିଁ ରାଜସ୍ଥାନ ଲୋକସଭା ଆସନରୁ ୨୨ଟି ଆସନ ପାଇଁ ନିଜ ଇଚ୍ଛାରେ ପ୍ରାର୍ଥୀ ଦେଇଥିବା ବେଳେ ତାଙ୍କ ପୁଅ ବୈଭବ ଗେହଲଟ ମଧ୍ୟ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ସମସ୍ତ ଆସନରେ କଂଗ୍ରେସ ପରାସ୍ତ ହୋଇଛି। ପ୍ରଚାର ଠିକ୍‌ ଭାବେ ନ କରିବା ଏବଂ ଗେହଲଟଙ୍କ ଟାଳଟୁଳ ନୀତି ଯୋଗୁ ଦଳ ଏଠାରେ ପରାସ୍ତ ହେଲା ବୋଲି ସଚିନ୍‌ଙ୍କ ସମର୍ଥକ କହିବା ଆରମ୍ଭ କରିଛନ୍ତି। ଏପରି କି ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ଥିବା ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ସଚିନ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏବେ ଦାବି ତୀବ୍ର ହେବାରେ ଲାଗିଛି। ଏପରି ସ୍ଥିତିରେ ଆଜି ଉଭୟ ଗେହଲଟ ଓ ସଚିନ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଏ ସମ୍ପର୍କରେ ପୃଥକ ପୃଥକ ଭାବେ ଆଲୋଚନା କାରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କର୍ଣ୍ଣାଟକାରେ ଜେଡିଏସ୍‌ ଏବଂ କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ଲୋକସଭା ନିର୍ବାଚନ ମଧ୍ୟ ଉଭୟ ଏକାଠି ଲଢ଼ୁଥିବା ବେଳେ ମାତ୍ର ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛନ୍ତି। ବିରୋଧୀ ବିଜେପି ୨୮ଟି ଲୋକସଭାରୁ ୨୫ଟିରେ ବାଜିମାତ କରିଛି। ଏହାକୁ ନେଇ ଜେଡିଏସ୍‌ ଓ କଂଗ୍ରେସର ନେତାମାନେ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି। ଦିନକୁ ଦିନ ସରକାର ଭାଙ୍ଗିବା ଦିଗରେ ଗତି କରୁଥିବାରୁ ଆଜି କଂଗ୍ରେସ ଦୁଇ ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓ କେସି ଭେନୁଗୋପାଲଙ୍କୁ ବେଙ୍ଗାଲୁରୁ ପଠାଇଛି। ଅନ୍ୟପକ୍ଷରେ ବିଜେପି ଏହାର ଫାଇଦା ନେଇ ପୁଣିଥରେ ରାଜ୍ୟରେ ନିର୍ବାଚନ କରାଇବାକୁ ଦାବି କରିଛି।

ଲୋକସଭା ନିର୍ବାଚନରେ ମେଣ୍ଟ ସରକାର ଲଜ୍ଜାଜନକ ପ୍ରଦର୍ଶନ କରିବା ପରେ ଏକାଧିକ ବିଧାୟକ ବିଜେପି ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ଏପରି କି ମେଣ୍ଟ ସରକାରରେ ଥିବା ଦୁଇ ଜଣ ବିଧାୟକ ଗତ ରବିବାର ବିଜେପି ନେତା ଏସ୍‌ଏମ୍‌ କ୍ରିଷ୍ଣାଙ୍କ ଘରକୁ ଯାଇ ବୈଠକ କରିଥିଲେ। କଂଗ୍ରେସ ବିଧାୟକ ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଜେଡିଏସ୍‌ ଦାବି କରିଥିବା ବେଳେ କଂଗ୍ରେସ ମଧ୍ୟ ଜେଡିଏସ୍‌ ଉପରେ ପାଲଟା ଆରୋପ ଲଗାଇଛି। କର୍ଣ୍ଣାଟକା ବିଧାନସଭାର ୨୨୪ଟି ଆସନରୁ କଂଗ୍ରେସ ୭୯, ଜେଡିଏସ ୩୭ ଆସନ ଜିତି ମେଣ୍ଟ ସରକାର ଗଠନ କରିଛନ୍ତି। ସେହିପରି ବିରୋଧୀ ଦଳରେ ଥିବା ବିଜେପି ଏକାକୀ ୧୦୫ଟି ଜିତିଥିବା ବେଳେ ଦଳକୁ କେପିଜେପିର ଜଣେ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ କରୁଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।

ସେହିପରି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ବିଜେପି ୨୮ଟିରେ ବିଜୟୀ ହୋଇଛି। ଏଭଳି ଶୋଚନୀୟ ପରାଜୟ ପାଇଁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦଳର ସଦସ୍ୟମାନେ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ କମଲନାଥ ପରାଜୟର ସମୀକ୍ଷା କରୁଥିବା ବେଳେ କିଛି କଂଗ୍ରେସ ବିଧାୟକ କମଲନାଥଙ୍କ ଦଳୀୟ ପଦବୀକୁ ବିରୋଧ କରିଛନ୍ତି। ଏମିତିକି ସେମାନେ ୭୨ ବର୍ଷୀୟ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାପ ପକାଉଥିବା ଚର୍ଚ୍ଚା ହେଉଛି।

ଗୁନ୍ନା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପରାସ୍ତ ହେବା ପରେ ଦଳର କିଛି ନେତା ଏବେ କମଲନାଥଙ୍କ ସ୍ଥାନରେ ଜ୍ୟୋତିରାଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଣିବାକୁ ଦାବି କରିଛନ୍ତି। ଗତବର୍ଷ ବିଧାନସଭା ନିର୍ବାଚନ ପରେ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ କରିବ ବୋଲି କମଲନାଥ କହିଥିଲେ। ହେଲେ ଦଳର ଶୋଚନୀୟ ପରାଜୟ ହୋଇଥିବାରୁ କମଲନାଥ ପିସିସି ସଭାପତି ପଦବୀରୁ ଇସ୍ତଫା ଦେବା ଦରକାର ବୋଲି କେତେକ କଂଗ୍ରେସ ସଦସ୍ୟ ଦାବି କରିଛନ୍ତି।

ଅନ୍ୟପଟେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଏସପି ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିଛି। ଏବେ ଏହି ବିଏସପି ବିଧାୟକ ମଧ୍ୟ ଜ୍ୟୋତିରାଦିତ୍ୟଙ୍କୁ ସରକାରର ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି। ନହେଲେ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ସେ ଧମକ ଦେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story