ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ!

ନୂଆଦିଲ୍ଲୀ: ଉଭୟ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଥିବା ବେଳେ ଭାରତ ସରକାର ବଜେଟ୍‌ରେ ଏହାର କୌଣସି ସାମାଧାନ କରିନାହାନ୍ତି। ତୈଳଦର ଆଗକୁ ହ୍ରାସ ପାଇବ ବୋଲି ଲୋକେ ଆଶା କରୁଥିବା ବେଳେ ଆଜି ବଜେଟ୍‌ରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ ହେବ ବୋଲି ବ୍ୟବସ୍ଥା କରାଯାଇଛି। କୃଷି ସେସ୍‌ ଲାଗିବାକୁ ଥିବାରୁ ତୈଳ ଦର ଆହୁରି ମହଙ୍ଗା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବଜେଟ […]

cfa

cfa

Hemant Lenka
  • Published: Monday, 01 February 2021
  • Updated: 01 February 2021, 03:23 PM IST

Sports

Latest News

ନୂଆଦିଲ୍ଲୀ: ଉଭୟ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଥିବା ବେଳେ ଭାରତ ସରକାର ବଜେଟ୍‌ରେ ଏହାର କୌଣସି ସାମାଧାନ କରିନାହାନ୍ତି। ତୈଳଦର ଆଗକୁ ହ୍ରାସ ପାଇବ ବୋଲି ଲୋକେ ଆଶା କରୁଥିବା ବେଳେ ଆଜି ବଜେଟ୍‌ରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ ହେବ ବୋଲି ବ୍ୟବସ୍ଥା କରାଯାଇଛି। କୃଷି ସେସ୍‌ ଲାଗିବାକୁ ଥିବାରୁ ତୈଳ ଦର ଆହୁରି ମହଙ୍ଗା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯିବ। ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କାର କୃଷି ସେସ୍‌ ଲାଗିବାକୁ ଥିବା ବେଳେ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କାର ସେସ୍‌ ଲଗାଯିବ। ତୈଳ ଦର ଉପରେ କୃଷି ସେସ୍‌ ଲାଗୁ କରାଯାଇଥିଲେ ହେଁ ସରକାର ମୂଳ ଅବକାରୀ ଶୁଳ୍କ ଓ ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବାଦ ଅର୍ଥକୁ ହ୍ରାସ କରିଛନ୍ତି। ତେଣୁ ଲୋକଙ୍କ ଉପରେ କୃଷି ସେସ୍‌ ବାବାଦ ଅର୍ଥ ଅଧିକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ନୂଆ ବ୍ୟବସ୍ଥା ଅନୁଯାୟୀ, ସହରାଞ୍ଚଳରେ ପେଟ୍ରୋଲ ଲିଟର ପାଇଁ ଏଣିକି ମୂଳ ଅବକାରୀ ଶୁଳ୍କ ୧.୪ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୧.୮ ଟଙ୍କାର ଦେବାକୁ ପଡ଼ିବ। ସେହିପରି ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବଦରେ ସହରାଞ୍ଚଳ ଲୋକଙ୍କୁ ଲିଟର ପିଛା ପେଟ୍ରୋଲ ବାବଦରେ ୧୧ ଟଙ୍କା ଓ ଡିଜେଲ ପାଇଁ ୮ ଟଙ୍କା ଦେବାକୁ ପଡ଼ିବ।
https://youtu.be/Gugym6gFrvo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story