ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତର ଲେହକୁ ଟ୍ୱିଟର ପକ୍ଷରୁ ଚାଇନାର ଅଂଶ ବିଶେଷ ଭାବେ ଦେଖାଯାଇଛି। ଏହାକୁ ନେଇ ଭାରତ ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ଭାରତ ସରକାର ଟ୍ୱିଟର ସିଇଓ ଜ୍ୟାକ ଡୋରସେଙ୍କୁ କଡ଼ା ଭାଷାରେ ଚିଠି ମଧ୍ୟ ଲେଖିଛନ୍ତି। ଟ୍ୱିଟର ତା’ର ସୀମା ମଧ୍ୟରେ କାର୍ଯ୍ୟ କରିବା ଦରକାର। ଯଦି ସଂସ୍ଥା ଭାରତର ସାର୍ବଭୌମତ ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ତା’ହେଲେ ଏହାକୁ କେବେ ହେଲେ ଗ୍ରହଣ କରାଯାଇ ପାରିବ ନାହିଁ […]

b

b

Hemant Lenka
  • Published: Thursday, 22 October 2020
  • Updated: 22 October 2020, 05:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଲେହକୁ ଟ୍ୱିଟର ପକ୍ଷରୁ ଚାଇନାର ଅଂଶ ବିଶେଷ ଭାବେ ଦେଖାଯାଇଛି। ଏହାକୁ ନେଇ ଭାରତ ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ଭାରତ ସରକାର ଟ୍ୱିଟର ସିଇଓ ଜ୍ୟାକ ଡୋରସେଙ୍କୁ କଡ଼ା ଭାଷାରେ ଚିଠି ମଧ୍ୟ ଲେଖିଛନ୍ତି।

ଟ୍ୱିଟର ତା’ର ସୀମା ମଧ୍ୟରେ କାର୍ଯ୍ୟ କରିବା ଦରକାର। ଯଦି ସଂସ୍ଥା ଭାରତର ସାର୍ବଭୌମତ ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ତା’ହେଲେ ଏହାକୁ କେବେ ହେଲେ ଗ୍ରହଣ କରାଯାଇ ପାରିବ ନାହିଁ ସରକାର ଚେତାବନୀ ଦେଇଛନ୍ତି।

ସୂଚନା ଓ ବୈଷୟିକ ସଚିବ ଅଜୟ ସହନେୟ ଚିଠି ଲେଖି କହିଛନ୍ତି, ଭାରତୀୟ ଅଞ୍ଚଳକୁ ଅନ୍ୟ ଦେଶର ଦେଖାଇ ଟ୍ୱିଟର କେବଳ ବିବାଦ ସୃଷ୍ଟି କରୁନାହିଁ ବରଂ ଏହାଦ୍ୱାରା ଟ୍ୱିଟରର ନିରପେକ୍ଷତା ଓ ବିଶ୍ୱସନୀୟତା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। ଟ୍ୱିଟର ଯେଉଁଭଳି ମ୍ୟାପ୍‌ ଦେଖାଇଛି, ତା’କୁ ଭାରତ କେବେ ହେଲେ ଗ୍ରହଣ କରୁନାହିଁ।

ଲେହ ହେଉଛି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ମୁଖ୍ୟାଳୟ। ଉଭୟ ଲଦାଖ ଓ ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ଅଞ୍ଚଳ। ଏହା ଭାରତୀୟ ସମ୍ବିଧାନ ଦ୍ୱାରା ଅନୁମୋଦିତ ହୋଇଛି। ତେଣୁ ଭାରତର ଅଖଣ୍ଡତା ଓ ସାର୍ବଭୌମତକୁ ଟ୍ୱିଟର କ୍ଷୁଣ୍ଣ କରିବାକୁ ଚେଷ୍ଟା ନ କରୁ ବୋଲି ଚିଠିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story