ତାମିଲ ଶରଣାର୍ଥୀଙ୍କୁ ମଧ୍ୟ ଭାରତର ନାଗରିକତା ଦେବାକୁ ଦାବି କଲେ ଶ୍ରୀଶ୍ରୀ ରବି ଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ପାରିତ କରାଇଛନ୍ତି। ଏବେ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଭାରତ ସରକାରଙ୍କ ଆଗରେ ନୂଆ ଦାବି ରଖିଛନ୍ତି। ସଂଖ୍ୟାଲଘୁଙ୍କ ବ୍ୟତୀତ ଭାରତ ସରକାର ଏଠାରେ ଶରଣାର୍ଥୀ ଭାବେ ରହୁଥିବା ୧ ଲକ୍ଷ ଶ୍ରୀଲଙ୍କାର ତାମିଲ ଲୋକଙ୍କୁ ମଧ୍ୟ ନାଗରିକତା ଦେବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି। ଆଜି ଏକ ଟ୍ୱିଟ କରି […]

v

v

Hemant Lenka
  • Published: Tuesday, 10 December 2019
  • Updated: 10 December 2019, 01:31 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ପାରିତ କରାଇଛନ୍ତି। ଏବେ ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଭାରତ ସରକାରଙ୍କ ଆଗରେ ନୂଆ ଦାବି ରଖିଛନ୍ତି।

ସଂଖ୍ୟାଲଘୁଙ୍କ ବ୍ୟତୀତ ଭାରତ ସରକାର ଏଠାରେ ଶରଣାର୍ଥୀ ଭାବେ ରହୁଥିବା ୧ ଲକ୍ଷ ଶ୍ରୀଲଙ୍କାର ତାମିଲ ଲୋକଙ୍କୁ ମଧ୍ୟ ନାଗରିକତା ଦେବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି।

ଆଜି ଏକ ଟ୍ୱିଟ କରି ରବି ଶଙ୍କର କହିଛନ୍ତି, “ମୁଁ ଭାରତ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଏବେ ଏଠାରେ ଶରଣାର୍ଥୀ ଭାବେ ରହୁଥିବା ୧ ଲକ୍ଷ ଶ୍ରୀଲଙ୍କା ତାମିଲଙ୍କ କଥା ମଧ୍ୟ ବିଚାର କରନ୍ତୁ। ସେମାନେ ଏଠାରେ ଦୀର୍ଘ ୩୫ ବର୍ଷ ହେଲାଣି ଶରଣାର୍ଥୀ ଭାବେ ରହୁଛନ୍ତି। ଏବେ ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବା ଦିଗରେ ବିଚାର କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story