ଗ୍ରେଟାଙ୍କୁ ‘ଅଲଟର୍‌ନେଟିଭ୍ ନୋବେଲ ପୁରସ୍କାର’

ଷ୍ଟକ୍‌ହୋମ୍‌: ମାତ୍ର ୧୬ ବର୍ଷରେ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱସ୍ତରର ରାଷ୍ଟ୍ରନେତାଙ୍କୁ ‘ହାଓ ଡେୟାର ୟୁ’ କହି ଧମକାଇଥିବା ଗ୍ରେଟା ଥର୍ଣ୍ଣବର୍ଗ ‘୨୦୧୯ ରାଇଟ୍‌ ଲାଇଭ୍‌ଲିହୁଡ୍‌ ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରକୁ ସ୍ୱିଡେନ୍‌ର ‘ଅଲଟର୍‌ନେଟିଭ୍ ନୋବେଲ ପୁରସ୍କାର’ କୁହାଯଏ। ସେ ‘ବୈଜ୍ଞାନିକ ପ୍ରମାଣ ବହନ କରୁଥିବା ତଥା ବର୍ତ୍ତମାନ ଜରୁରୀକାଳୀନ ଚିନ୍ତାଜନକ ସ୍ଥିତିରେ ଥିବା ଜଳବାୟୁ ପରିବର୍ତ୍ତନ ପାଇଁ ରାଜନୀତିକ ମହଲରେ ସ୍ୱର ଉଠାଇବା ସହ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିବାରୁ’ ଏହି ପୁରସ୍କାର ପାଇଥିବା […]

greta-]

greta-]

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 04:42 PM IST

Sports

Latest News

ଷ୍ଟକ୍‌ହୋମ୍‌: ମାତ୍ର ୧୬ ବର୍ଷରେ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱସ୍ତରର ରାଷ୍ଟ୍ରନେତାଙ୍କୁ ‘ହାଓ ଡେୟାର ୟୁ’ କହି ଧମକାଇଥିବା ଗ୍ରେଟା ଥର୍ଣ୍ଣବର୍ଗ ‘୨୦୧୯ ରାଇଟ୍‌ ଲାଇଭ୍‌ଲିହୁଡ୍‌ ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରକୁ ସ୍ୱିଡେନ୍‌ର ‘ଅଲଟର୍‌ନେଟିଭ୍ ନୋବେଲ ପୁରସ୍କାର’ କୁହାଯଏ।

ସେ ‘ବୈଜ୍ଞାନିକ ପ୍ରମାଣ ବହନ କରୁଥିବା ତଥା ବର୍ତ୍ତମାନ ଜରୁରୀକାଳୀନ ଚିନ୍ତାଜନକ ସ୍ଥିତିରେ ଥିବା ଜଳବାୟୁ ପରିବର୍ତ୍ତନ ପାଇଁ ରାଜନୀତିକ ମହଲରେ ସ୍ୱର ଉଠାଇବା ସହ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିବାରୁ’ ଏହି ପୁରସ୍କାର ପାଇଥିବା ରାଇଟ୍‌ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି।

ସୋମବାର ଜାତିସଂଘର ନ୍ୟୁୟର୍କସ୍ଥିତ ମୁଖ୍ୟାଳୟଠାରେ ସେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସମ୍ମୁଖରେ ଅଭିଭାଷଣ ରଖିଥିଲେ। ସେ ଏହି ନେତାମାନଙ୍କୁ ସିଧାସଳଖ ଧମକାଇବା ସହ କହିଥିଲେ, ଏମାନେ ଜଳବାୟୁ ପରିବର୍ତ୍ତନର ସମାଧାନ କରିବାରେ ବିଫଳ ହୋଇଛନ୍ତି। କେବଳ ଫମ୍ପା ପ୍ରତିଶ୍ରୁତିମାନ ଦିଆଯାଉଥିବା ସେ କହିଥିଲେ।

ସେ ଏକ ବର୍ଷ ତଳେ ସ୍ୱିଡେନ୍‌ ସଂସଦ ବାହାରେ ଏଥିପାଇଁ ବିକ୍ଷୋଭ କରିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କ ସମର୍ଥନରେ ଗତ ସପ୍ତାହ ଶୁକ୍ରବାର ସମଗ୍ର ବିଶ୍ୱରେ ବିକ୍ଷୋଭସବୁ ଆୟୋଜିତ ହୋଇଥିଲା। ଏହାକୁ ‘କ୍ଲାଇମେଟ୍‌ ଷ୍ଟ୍ରାଇକ୍‌’ ନାମ ଦିଆଯାଇଥିଲା।

ଚଳିତ ବର୍ଷ ଗ୍ରେଟାଙ୍କ ସହ ବ୍ରାଜିଲ୍‌ ଆଦିମ ଦିବାସୀ ନେତା ଡାଭି କୋପେନାୱା, ଚାଇନା ମାନବାଧିକାର ଓକିଲ ଗୁଓ ଜିଆନ୍‌ମେଇ ଏବଂ ପଶ୍ଚିମ ସାହାରା ମାନବାଧିକାର କର୍ମୀ ଆମିନାଟୋଉ ହାଇଦରଙ୍କୁ ମଧ୍ୟ ଏହି ସମ୍ମାନ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story