ପୁଣି ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: କ୍ରମାଗତ ୪ର୍ଥ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତବର୍ଷ ଫେବୃଆରୀ ତୁଳନାରେ ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ରାଶିରେ ୮.୩% ବୃଦ୍ଧି ଘଟିଛି। ତେବେ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟପିଥିଲେ ହେଁ ଗତ ମାସ ଅପେକ୍ଷା ଏହାର ପରିମାଣ ହ୍ରାସ ପାଇଛି। ଜାନୁଆସୀ ମାସରେ ଜିଏସଟି ସଂଗ୍ରହ ରାଶି ୧.୧ ଲକ୍ଷ କୋଟି ଥିବା ବେଳେ ଫେବୃଆରୀ ମାସରେ ଏହା ୧.୦୫ ଲକ୍ଷ କୋଟି ଟଙ୍କା […]

r

r

Hemant Lenka
  • Published: Monday, 02 March 2020
  • Updated: 02 March 2020, 01:58 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ୪ର୍ଥ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତବର୍ଷ ଫେବୃଆରୀ ତୁଳନାରେ ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହ ରାଶିରେ ୮.୩% ବୃଦ୍ଧି ଘଟିଛି। ତେବେ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟପିଥିଲେ ହେଁ ଗତ ମାସ ଅପେକ୍ଷା ଏହାର ପରିମାଣ ହ୍ରାସ ପାଇଛି।

ଜାନୁଆସୀ ମାସରେ ଜିଏସଟି ସଂଗ୍ରହ ରାଶି ୧.୧ ଲକ୍ଷ କୋଟି ଥିବା ବେଳେ ଫେବୃଆରୀ ମାସରେ ଏହା ୧.୦୫ ଲକ୍ଷ କୋଟି ଟଙ୍କା ରହିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ଜିଏସଟି ସଂଗ୍ରହ ୯୧, ୯୧୬ କୋଟି, ଅକ୍ଟୋବରରେ ୯୫,୩୮୦ କୋଟି, ନଭେମ୍ବରରେ ୧.୦୪ ଲକ୍ଷ କୋଟି, ଡିସେମ୍ବରରେ ୧.୦୩ ଲକ୍ଷ କୋଟି, ଜାନୁଆରୀରେ ୧.୧ ଲକ୍ଷ କୋଟି ଓ ଫେବୃଆରୀ ମାସରେ ୧.୦୫ ଲକ୍ଷ କୋଟି ଟଙ୍କା ସରକାର ଜିଏସଟିରୁ ପାଇଛନ୍ତି।

କେନ୍ଦ୍ରୀୟ ଜିଏସଟି ପରିମାଣ ୧୭% ବୃଦ୍ଧି ପାଇ ୨୦,୫୬୯ କୋଟିରେ ପହଞ୍ଚି ଥିବା ବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୧୩% ବୃଦ୍ଧି ପାଇ ୨୭,୩୪୮ କୋଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story