ନଭେମ୍ବରରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ଦୀର୍ଘ ୩ ମାସର ବ୍ୟବଧାନ ପରେ ଜିଏସ୍‌ଟି ସଂଗ୍ରହର ଶେଷରେ ୧ ଲକ୍ଷ କୋଟି ଟଙ୍କା ଟପିଛି। ନଭେମ୍ବର ମାସରେ ସରକାର ଜିଏସଟି ବାବଦରେ ୧.୦୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଅର୍ଥାତ ସରକାର ଏହି ବାବଦରେ ୬% ଅଧିକ ରାଜସ୍ୱ ସଂଗ୍ରହ କରିଛନ୍ତି। ସରକାର ସଂଗ୍ରହ କରିଥିବା ୧,୦୩,୪୯୨ କୋଟି ଟଙ୍କା ମଧ୍ୟରୁ ସିଜିଏସ୍‌ଟି ବାବଦକୁ ୧୯,୫୯୨ କୋଟି, ଏସ୍‌ଜିଏସ୍‌ଟି ବାବଦକୁ ୨୭,୧୪୪ କୋଟି, ଆଇଜିଏସଟି ବାବଦକୁ ୪୯,୦୨୮ କୋଟି(ଏହି ଅର୍ଥରେ ଆମଦାନୀ […]

ss

ss

Hemant Lenka
  • Published: Sunday, 01 December 2019
  • Updated: 01 December 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୩ ମାସର ବ୍ୟବଧାନ ପରେ ଜିଏସ୍‌ଟି ସଂଗ୍ରହର ଶେଷରେ ୧ ଲକ୍ଷ କୋଟି ଟଙ୍କା ଟପିଛି। ନଭେମ୍ବର ମାସରେ ସରକାର ଜିଏସଟି ବାବଦରେ ୧.୦୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଅର୍ଥାତ ସରକାର ଏହି ବାବଦରେ ୬% ଅଧିକ ରାଜସ୍ୱ ସଂଗ୍ରହ କରିଛନ୍ତି।

ସରକାର ସଂଗ୍ରହ କରିଥିବା ୧,୦୩,୪୯୨ କୋଟି ଟଙ୍କା ମଧ୍ୟରୁ ସିଜିଏସ୍‌ଟି ବାବଦକୁ ୧୯,୫୯୨ କୋଟି, ଏସ୍‌ଜିଏସ୍‌ଟି ବାବଦକୁ ୨୭,୧୪୪ କୋଟି, ଆଇଜିଏସଟି ବାବଦକୁ ୪୯,୦୨୮ କୋଟି(ଏହି ଅର୍ଥରେ ଆମଦାନୀ ବାବଦରେ ସଂଗୃହୀତ ୨୦,୯୪୮ କୋଟି ଟଙ୍କା ରହିଛି) ଓ ସେସ ବାବଦରେ ୭,୭୨୭ କୋଟି ଟଙ୍କା ସରକାର ସଂଗ୍ରହ କରିଛନ୍ତି।

ଅକ୍ଟୋବର ମାସରେ ସରକାର ଜିଏସ୍‌ଟି ବାବଦକୁ ମାତ୍ର ୯୫,୩୮୦ କୋଟି ଟଙ୍କା ସଂଗ୍ରହ କରିଥିଲେ। କିଛି ମାସ ହେଲା ଜିଏସ୍‌ଟି ସଂଗ୍ରହ ହ୍ରାସ ଘଟୁଥିବା ବେଳେ ନଭେମ୍ବର ମାସରେ ରାଜସ୍ୱ ଅଭିବୃଦ୍ଧି ୬% ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story