କରୋନା ମାଡ଼: ଅର୍ଥନୀତି ସଜାଡ଼ିବାକୁ ରାଜ୍ୟ ଆଗରେ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ: ମାହାମାରୀ କରୋନା ଭାଇରସର ପ୍ରଭାବ ଯୋଗୁ ଦେଶର ଜିଏସଟି ଆଦାୟ ଆଶାତୀତ ଭାବେ ହ୍ରାସ ପାଇଛି। ଚଳିତ ବର୍ଷ ଜିଏସଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଆଜି ୪୧ତମ ଜିଏସଟି ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବୈଠକରେ ରାଜ୍ୟଗୁଡ଼ିକୁ ନିଜର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ୨ଟି […]

cs

cs

Hemant Lenka
  • Published: Thursday, 27 August 2020
  • Updated: 27 August 2020, 07:26 PM IST

Sports

Latest News

ନୂଆଦିଲ୍ଲୀ: ମାହାମାରୀ କରୋନା ଭାଇରସର ପ୍ରଭାବ ଯୋଗୁ ଦେଶର ଜିଏସଟି ଆଦାୟ ଆଶାତୀତ ଭାବେ ହ୍ରାସ ପାଇଛି। ଚଳିତ ବର୍ଷ ଜିଏସଟି ସଂଗ୍ରହ ୨.୩୫ ଲକ୍ଷ କୋଟି ଟଙ୍କା କମ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ଆଜି ୪୧ତମ ଜିଏସଟି ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବୈଠକରେ ରାଜ୍ୟଗୁଡ଼ିକୁ ନିଜର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ୨ଟି ବିକଳ୍ପ ଦିଆଯାଇଛି।

ପ୍ରଥମ ବିକଳ୍ପ ହେଉଛି କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟମାନଙ୍କୁ ସହଯୋଗ କରିବେ। ସେହିପରି ଦ୍ୱିତୀୟ ବିକଳ୍ପ ହେଉଛି ରାଜ୍ୟଗୁଡ଼ିକ ସିଧାସଳଖ ଆରବିଆଇ ଠାରୁ ଋଣ କରି ନିଜର ଅର୍ଥନୀତିକୁ ଆଗକୁ ବଢ଼ାଇବେ। ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟଗୁଡ଼ିକ ନିଜର ବିକଳ୍ପ ବାଛିବାକୁ କୁହାଯାଇଛି। ଏହାର ଅର୍ଥ ୭ ଦିନ ପରେ ପୁଣି ଗୋଟିଏ ବୈଠକ ବସିବ। ଏହି ବିକଳ୍ପ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ। ୨୦୨୧ ଏପ୍ରିଲରେ ପୁଣି ବୈଠକ ବସି ସ୍ଥିତିର ସମୀକ୍ଷା କରାଯିବ।

ବୈଠକରେ ରାଜସ୍ୱ ସଚିବ ଅଜୟ ଭୂଷଣ କହିଛନ୍ତି, କରୋନା ପାଇଁ ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଜିଏସଟି ସଂଗ୍ରହ ପ୍ରାୟ ୨.୩୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏଥିରୁ ୯୭ ହଜାର କୋଟି ଟଙ୍କା ଜିଏସଟି କାର୍ଯ୍ୟକାରିତା ବାବଦରେ ଓ ବାକି ଟଙ୍କା କୋଭିଡ ୧୯ ଯୋଗୁ ସଂଗୃହୀତ ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story