ଆଇଏସ୍ ଚିନ୍ତା: ଗୁଇନ୍ଦା ଓ ୧୩ ରାଜ୍ୟର ପୋଲିସ୍ ଅଧିକାରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଇରାକ ଓ ସିରିଆରେ କାୟା ବିସ୍ତାର କରିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସୋସିଆଲ୍ ମିଡିଆ ଜରିଆରେ ଭାରତର ଯୁବ ବର୍ଗଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ଏହା କେନ୍ଦ୍ର ସରକାରଙ୍କୁ ଚିନ୍ତିତ କରିଛି। ଏହାର ମୁକାବିଲା ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଦେଶର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ତଦନ୍ତକାରୀ ସଂସ୍ଥା ସହିତ ୧୩ଟି ରାଜ୍ୟର ପୋଲିସ୍ ଅଧିକାରୀ ଯୋଗ ଦେଇ ଥିଲେ। ଦିନ ତମାମ ଏହି ବୈଠକ ଚାଲିଥିଲା।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ସୋସିଆଲ୍ ମିଡିଆର ଅପବ୍ୟବହାର, ଆଇଏସ୍ ପ୍ରତି ଭାରତୀୟ ଯୁବ ବର୍ଗର ଆକର୍ଷଣ ଓ ଏହାର ମୁକାବିଲା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସଂଖ୍ୟାଲଘୁଙ୍କ ପାଇଁ ଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ଆଉ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ କରୋନା

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଅପରାହ୍ଣ ୫ଟାରେ ଟିଭି ବତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା