ହୃଦୟ ଜିତିଲେ ପୁଲିସ୍‌ ବାବୁ, ବନ୍ୟା ପାଣିରୁ ଦୁଇ ଜଣ ପିଲାଙ୍କୁ କାନ୍ଧରେ ବସାଇ ୧.୫ କିମି ଚାଲିଲେ

ଅହମଦାବାଦ: ଚାରିଆଡ଼େ କେବଳ ପାଣି ହିଁ ପାଣି। ପାଦେ ପାଦେ ବିପଦ। ତଥାପି ବିପଦକୁ ବେଖାତିର କରି ଅଣ୍ଟା ପର୍ଯ୍ୟନ୍ତ ପାଣିରେ ପୁଲିସ୍‌ ବାବୁ ଆଗକୁ ବଢ଼ୁଛନ୍ତି। ତାଙ୍କ କାନ୍ଧରେ ବସିଛନ୍ତି ଦୁଇ ଜଣ କୋମଳମତି ପିଲା। ସେମାନେ ପାଣିକୁ ଦେଖି ଡରୁନାହାନ୍ତି। କାରଣ ସେମାନଙ୍କୁ କାନ୍ଧେଇଥିବା ପୁଲିସ୍‌ ବାବୁଙ୍କ ଉପରେ ଉଭୟଙ୍କ ଭରସା ରହିଛି। ଏଭଳି ଏକ ଭିଡିଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଶେୟାର କରିଛନ୍ତି। ଯେଉଁଥିରେ ଜଣେ ପୁଲିସ୍‌ ବାବୁ ଗୁଜରାଟର ଭୟଙ୍କର […]

ntttttttt

ntttttttt

Hemant Lenka
  • Published: Sunday, 11 August 2019
  • Updated: 11 August 2019, 03:57 PM IST

Sports

Latest News

ଅହମଦାବାଦ: ଚାରିଆଡ଼େ କେବଳ ପାଣି ହିଁ ପାଣି। ପାଦେ ପାଦେ ବିପଦ। ତଥାପି ବିପଦକୁ ବେଖାତିର କରି ଅଣ୍ଟା ପର୍ଯ୍ୟନ୍ତ ପାଣିରେ ପୁଲିସ୍‌ ବାବୁ ଆଗକୁ ବଢ଼ୁଛନ୍ତି। ତାଙ୍କ କାନ୍ଧରେ ବସିଛନ୍ତି ଦୁଇ ଜଣ କୋମଳମତି ପିଲା। ସେମାନେ ପାଣିକୁ ଦେଖି ଡରୁନାହାନ୍ତି। କାରଣ ସେମାନଙ୍କୁ କାନ୍ଧେଇଥିବା ପୁଲିସ୍‌ ବାବୁଙ୍କ ଉପରେ ଉଭୟଙ୍କ ଭରସା ରହିଛି। ଏଭଳି ଏକ ଭିଡିଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଶେୟାର କରିଛନ୍ତି। ଯେଉଁଥିରେ ଜଣେ ପୁଲିସ୍‌ ବାବୁ ଗୁଜରାଟର ଭୟଙ୍କର ବନ୍ୟାରେ ବି ନିଜ ଜୀବନକୁ ପାଣି ଛଡ଼ାଇ ଦୁଇ ନାବାଳିକାଙ୍କୁ ସୁରକ୍ଷିତ ସ୍ଥାନକୁ ଆଣୁଥିବାର ଦୃଶ୍ୟ ରହିଛି। ସେ ଅଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ଦୀର୍ଘ ୧.୫ କିମି ବାଟ ଚାଲିଚାଲି ଅତିକ୍ରମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ମୁଖ୍ୟମନ୍ତ୍ରୀ ରୁପାନି ଲେଖିଛନ୍ତି, ଏହି ପୁଲିସ୍‌ ଅଧିକାରୀଙ୍କ ନାଁ ପୃଥ୍ୱୀରାଜ ସିଂହ ଜାଡେଜା। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ଏହି ଭିଡିଓକୁ ପ୍ରଥମେ ଗୁଜରାଟ ପୁଲିସ୍‌ର ଆଡିସନାଲ ଡିଜି ଶମଶେର ସିଂହ ପୋଷ୍ଟ କରିଥିଲେ। ମୋରବିରେ ଗୁଜରାଟ ପୁଲିସ୍‌ରେ କାର୍ଯ୍ୟ କରୁଥିବା କନଷ୍ଟେବଲ ଶ୍ରୀ ଜାଡେଜାଙ୍କ ବିଷୟରେ ପୂରା ଦୁନିଆକୁ ଜଣାଇଥିଲେ। ସେ ଲେଖିଥିଲେ ଆମ କାନ୍ଧ ଆପଣଙ୍କ ସୁରକ୍ଷାରେ। ଏବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
https://twitter.com/i/status/1160235722646990849

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story