ବିଜେପିରେ ମିଶିବା ପାଇଁ କୋଟିଏ ଟଙ୍କାର ଲାଞ୍ଚ ଯାଚିବା ଅଭିଯୋଗ, ସାମ୍ବାଦିକ ସମ୍ମିଳନୀରେ ଦେଖାଇଲେ ୧୦ ଲକ୍ଷ ଟଙ୍କା

ଅହମ୍ମଦାବାଦ: ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ । କିନ୍ତୁ ସରଗରମ ଗୁଜରାଟ ରାଜନୀତି। ବିଜେପିରେ ମିଶିବାକୁ ବରୁଣ ପଟେଲ ୧ କୋଟି ଟଙ୍କା ଲାଞ୍ଚ ପ୍ରସ୍ତାବ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପଟିଦାର ନେତା ନରେନ୍ଦ୍ର ପଟେଲ।  ତେବେ ବିଜେପି ଏହାକୁ କଂଗ୍ରେସର ଷଡ଼ଯନ୍ତ୍ର ବୋଲି କହିଛି । ସେପଟେ କଂଗ୍ରେସ ଏନେଇ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି। ଗୁଜରାଟ ରାଜନୀତିରେ ହଟଚମଟ।  ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପାଟିଦାର ନେତା ତଥା […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 09:58 PM IST

Sports

Latest News

ଅହମ୍ମଦାବାଦ: ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ । କିନ୍ତୁ ସରଗରମ ଗୁଜରାଟ ରାଜନୀତି। ବିଜେପିରେ ମିଶିବାକୁ ବରୁଣ ପଟେଲ ୧ କୋଟି ଟଙ୍କା ଲାଞ୍ଚ ପ୍ରସ୍ତାବ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପଟିଦାର ନେତା ନରେନ୍ଦ୍ର ପଟେଲ।  ତେବେ ବିଜେପି ଏହାକୁ କଂଗ୍ରେସର ଷଡ଼ଯନ୍ତ୍ର ବୋଲି କହିଛି । ସେପଟେ କଂଗ୍ରେସ ଏନେଇ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି। ଗୁଜରାଟ ରାଜନୀତିରେ ହଟଚମଟ।  ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପାଟିଦାର ନେତା ତଥା ହାର୍ଦ୍ଦିକ

ପଟେଲଙ୍କ ସହଯୋଗୀ ନରେନ୍ଦ୍ର ପଟେଲ।  ଦଳରେ ସାମିଲ ହେବା ପାଇଁ ବିଜେପି ତାଙ୍କୁ ଲାଞ୍ଚ ଯାଚିଥିବା ସେ ଅଭିଯୋଗ କରିଛନ୍ତି।  ନରେନ୍ଦ୍ର କହିଛନ୍ତି ନିକଟରେ ବିଜେପିରେ ସାମିଲ୍ ହୋଇଥିବା ବରୁଣ ପଟେଲ ତାଙ୍କୁ ବିଜେପିରେ ମିଶିବାକୁ ଦେଇଥିଲେ ୧ କୋଟି ଟଙ୍କାର ପ୍ରସ୍ତାବ।   ଆଉ ପ୍ରଥମ ପର୍ଯ୍ୟାୟରେ

ଦେଇଥିଲେ ୧୦ ଲକ୍ଷ ଟଙ୍କା।  ସାମ୍ବାଦିକ ସମ୍ମିଳନୀରେ ଏଭଳି ଖୁଲାସା କରିଛନ୍ତି ନରେନ୍ଦ୍ର।  ନିଜ ସହ ଆଣିଥିବା ନଗଦ ୧୦ ଲକ୍ଷ ଟଙ୍କାକୁ ବି ସାମ୍ବାଦିକଙ୍କୁ ଦେଖାଇଥିଲେ।  ସେପଟେ ନରେନ୍ଦ୍ରଙ୍କ ଏଭଳି ଅଭିଯୋଗକୁ ବିଜେପି ନେତା ବରୁଣ ପଟେଲ ଖଣ୍ଡନ କରି ଏହା କଂଗ୍ରେସର ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ସେପଟେ ବିଜେପି ଲାଞ୍ଚ ଯାଚିବା ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି।  ପ୍ରଧାନମନ୍ତ୍ରୀ ମୋଦି ଏନେଇ ତାଙ୍କର ମନ୍ତବ୍ୟ ରଖିବାକୁ କଂଗ୍ରେସ ଦାବି କରିଛି । ନିର୍ବାଚନ ତାରିଖ ଘୋଷଣା ପାଇଁ ବିଳମ୍ବ କରିବାକୁ ନିର୍ବାଚନ କମିଶନଙ୍କ ଉପରେ ବିଜେପି ଚାପ ପକାଉଥିବା ଦଳ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story