ଭଉଣୀକୁ ବଳାତ୍କାର କଲା ବାପା, ପୁଅ ମାରି ଦେଲା

ଅହମଦାବାଦ: ଗତକାଲି ସକାଳେ ଜାମନଗରରେ ଜଣେ ବ୍ୟକ୍ତି ତା’ ଝିଅକୁ ଦୁଇ ଥର ବଳାତ୍କାର କରିଥିଲେ। ଯୁବତୀ ଜଣଙ୍କ ଏ ସଂପର୍କରେ ଫୋନ୍ କରି ତାଙ୍କ ଭାଇଙ୍କୁ ଜଣାଇ ଥିଲେ। ଭାଇ ତୁରନ୍ତ ଘରକୁ ଆସି ବାପାଙ୍କୁ ଏ ବିଷୟରେ ପଚାରିଥିଲେ। ଏନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବାପାଙ୍କୁ ତଣ୍ଟି ଚିପି ହତ୍ୟା କରି ଥିଲେ। ଘଟଣା ସଂପର୍କରେ ଜୋଦିୟା ଥାନାର ସବ୍ ଇନ୍‌ସପେକ୍ଟର କହିଛନ୍ତି ଯେ ବଳାତ୍କାରର […]

rape

rape

Rakesh Mallick
  • Published: Monday, 26 June 2017
  • Updated: 26 June 2017, 09:07 AM IST

Sports

Latest News

ଅହମଦାବାଦ: ଗତକାଲି ସକାଳେ ଜାମନଗରରେ ଜଣେ ବ୍ୟକ୍ତି ତା’ ଝିଅକୁ ଦୁଇ ଥର ବଳାତ୍କାର କରିଥିଲେ। ଯୁବତୀ ଜଣଙ୍କ ଏ ସଂପର୍କରେ ଫୋନ୍ କରି ତାଙ୍କ ଭାଇଙ୍କୁ ଜଣାଇ ଥିଲେ। ଭାଇ ତୁରନ୍ତ ଘରକୁ ଆସି ବାପାଙ୍କୁ ଏ ବିଷୟରେ ପଚାରିଥିଲେ। ଏନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବାପାଙ୍କୁ ତଣ୍ଟି ଚିପି ହତ୍ୟା କରି ଥିଲେ।

ଘଟଣା ସଂପର୍କରେ ଜୋଦିୟା ଥାନାର ସବ୍ ଇନ୍‌ସପେକ୍ଟର କହିଛନ୍ତି ଯେ ବଳାତ୍କାରର ଶିକାର ହୋଇଥିବା ଯୁବତୀଙ୍କ ବୈବାହିକ ଜୀବନ ଠିକ୍‌ଠାକ୍ ଚାଲି ନ ଥିଲା। ମାସେ ହେଲା ସେ ଘରେ ଆସି ରହୁଥିଲେ। ମୃତ ଅଭିଯୁକ୍ତ ଜଣେ ଶ୍ରମିକ ଥିଲେ। ସେ ୧୦-୧୫ ଦିନରେ ଥରେ ଘରକୁ ଆସୁଥିଲା।

ବାପାକୁ ହତ୍ୟା କରିଥିବା ଯୁବକଙ୍କୁ ପୋଲିସ୍ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos