ଗୁଜରାଟ ବିଧାନସଭା ନିର୍ବାଚନ: ଆଜି ବାଜିପାରେ ବିଗୁଲ

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ। ୧୮୨ ଆସନ ବିଶିଷ୍ଟ ଏହି ବିଧାସଭା ନିର୍ବାଚନ ବେସ୍‌ ଗୁରୁତ୍ୱବହନ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ନିଜ ରାଜ୍ୟ ଥିବାରୁ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ଖୁବ୍‌ ଉଷ୍ଣ ରହିଛି। ଅନ୍ୟପଟେ ତାରିଖ ଘୋଷଣାରେ ବିଳମ୍ବ ହେବା ଯୋଗୁଁ ନିର୍ବାଚନ କମିସନ୍‌ଙ୍କୁ ଟାଗେର୍ଟ  କରିଥିଲେ ବିରୋଧୀ। ଏମିତିକି  କମିସନଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ନିର୍ବାଚନ ପୂର୍ବରୁ ଗୁଜରାଟରେ ବିଜେପି ଏବଂ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 10:09 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ। ୧୮୨ ଆସନ ବିଶିଷ୍ଟ ଏହି ବିଧାସଭା ନିର୍ବାଚନ ବେସ୍‌ ଗୁରୁତ୍ୱବହନ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ନିଜ ରାଜ୍ୟ ଥିବାରୁ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ଖୁବ୍‌ ଉଷ୍ଣ ରହିଛି।

ଅନ୍ୟପଟେ ତାରିଖ ଘୋଷଣାରେ ବିଳମ୍ବ ହେବା ଯୋଗୁଁ ନିର୍ବାଚନ କମିସନ୍‌ଙ୍କୁ ଟାଗେର୍ଟ  କରିଥିଲେ ବିରୋଧୀ। ଏମିତିକି  କମିସନଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ନିର୍ବାଚନ ପୂର୍ବରୁ ଗୁଜରାଟରେ ବିଜେପି ଏବଂ କଂଗ୍ରେସ ହେଭିୱେଟଙ୍କ ଭିଡ଼ ଲାଗିଛି । ଆଜି ଦିନ ଗୋଟାଏ ବେଳେ ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos