ଭୟଙ୍କର ହମଲାରେ ଥରିଲା କରାଚି: ୬ ମୃତ, ୪ ଆତଙ୍କୀ ସଫା

କରାଚି: ପାକିସ୍ତାନର ବ୍ୟବସାୟିକ ହବ କୁହାଯାଉଥିବା କରାଚି ଷ୍ଟକ୍‌ ଏକ୍ସଚେଞ୍ଜରେ ଆଜି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୪ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। କରାଚି ପୁଲିସ୍‌ ପକ୍ଷରୁ କୁହାଯାଉଛି ଯେ ବଡ଼ ଧରଣର ହମଲା ପାଇଁ ଆତଙ୍କବାଦୀମାନେ ଯୋଜନା କରିଥିଲେ। ଏଥିପାଇଁ ସେମାନେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ନିଜ ସାଙ୍ଗରେ ଆଣିଥିଲେ। ପ୍ରଥମେ ସେମାନେ ପୁଲିସ୍‌ ପୋଷାକ ପିନ୍ଧି […]

fd

fd

Hemant Lenka
  • Published: Monday, 29 June 2020
  • Updated: 29 June 2020, 03:52 PM IST

Sports

Latest News

କରାଚି: ପାକିସ୍ତାନର ବ୍ୟବସାୟିକ ହବ କୁହାଯାଉଥିବା କରାଚି ଷ୍ଟକ୍‌ ଏକ୍ସଚେଞ୍ଜରେ ଆଜି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୪ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।

କରାଚି ପୁଲିସ୍‌ ପକ୍ଷରୁ କୁହାଯାଉଛି ଯେ ବଡ଼ ଧରଣର ହମଲା ପାଇଁ ଆତଙ୍କବାଦୀମାନେ ଯୋଜନା କରିଥିଲେ। ଏଥିପାଇଁ ସେମାନେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ନିଜ ସାଙ୍ଗରେ ଆଣିଥିଲେ। ପ୍ରଥମେ ସେମାନେ ପୁଲିସ୍‌ ପୋଷାକ ପିନ୍ଧି ଏକ କାର୍‌ ଯୋଗେ ଷ୍ଟକ ଏକ୍ସଚେଞ୍ଜ ନିକଟରେ ପହଞ୍ଚିଥିଲେ।

ଏହାପରେ ଗ୍ରେନେଡ ମାଡ଼ କରିବା ସହ ଷ୍ଟକ ଏକ୍ସଚେଞ୍ଜ ଭିତରକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍‌ର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଦୁଇ ଜଣ ଆତଙ୍କବାଦୀ ଷ୍ଟକଏକ୍ସଚେଞ୍ଜ ଭିତରକୁ ପଶି ଯାଇଥିଲେ। ସେମାନେ ଆଖିବୁଜା ଗୁଳିମାଡ଼ କରିବା ସହ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧକ ବନେଇବାକୁ ଚେଷ୍ଟା କରିଥିଲେ।

ହେଲେ ସୁରକ୍ଷାକର୍ମୀ ଓ ପାକିସ୍ତାନ ରେଞ୍ଜର୍ସମାନେ ପୂରା ଅଞ୍ଚଳକୁ କର୍ଡନ କରି ସେମାନଙ୍କ ମୁକାବିଲା କରିଥିଲେ। ଆତଙ୍କୀଙ୍କ ଗୁଳିରେ ଷ୍ଟକ ଏକ୍ସଚେଞ୍ଜର ଜଣେ କର୍ମଚାରୀ, ଜଣେ ପୁଲିସ ଅଧିକାରୀ ଓ ୪ ଜଣ ସିକ୍ୟୁରିଟି ଗାର୍ଡ ପ୍ରାଣ ହରାଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅଟୋମେଟିକ ଗନ୍‌ ଓ ବିସ୍ଫୋରକ ସମାଗ୍ରୀ ଜବତ କରାଯାଇଛି। ପାଣି ବୋତଲ, କିଛି ଖାଇବା ଓ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଠାବ କରାଯାଇଛି।

ଷ୍ଟକ୍ ଏକ୍ସଚେଞ୍ଜ ଉପରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ)କୁ ଦାୟୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story