ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଲା ମୋଦିଙ୍କ ସୁଟ୍‌

ନୂଆଦିଲ୍ଲୀ: ବିଗତ ବର୍ଷ ଚର୍ଚ୍ଚାରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଟ୍‌ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନ ପାଇଛି। ୪,୩୧,୩୧,୩୧୧ ଟଙ୍କାରେ ନିଲାମ ହୋଇଥିବା ଏହି ସୁଟ୍‌ ବିଶ୍ୱର ସବୁଠାରୁ ଦାମୀ ସୁଟ୍‌। ଗତବର୍ଷ ଫେବୃଆରୀରେ ଏହି ସୁଟ୍‌ ନିଲାମୀ ହୋଇଥିଲା। ସୁରାଟର ହୀରା ବ୍ୟବସାୟୀ ଲାଲଜୀ ପଟେଲ୍‌ ଏହି ସୁଟ୍‌ କିଣିଥିଲେ।  ଏହି ସୁଟ୍‌ରେ ସୁନାରେ ପ୍ରଧାନମନ୍ତ୍ରୀଙ୍କ ନାଁ ନରେନ୍ଦ୍ର ଦାମୋଦରଦାସ ମୋଦି ଲେଖାଯାଇଥିଲା। ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଭାରତ ଗସ୍ତ […]

modi

modi

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 01:43 PM IST

Sports

Latest News

ନୂଆଦିଲ୍ଲୀ: ବିଗତ ବର୍ଷ ଚର୍ଚ୍ଚାରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଟ୍‌ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନ ପାଇଛି। ୪,୩୧,୩୧,୩୧୧ ଟଙ୍କାରେ ନିଲାମ ହୋଇଥିବା ଏହି ସୁଟ୍‌ ବିଶ୍ୱର ସବୁଠାରୁ ଦାମୀ ସୁଟ୍‌।

ଗତବର୍ଷ ଫେବୃଆରୀରେ ଏହି ସୁଟ୍‌ ନିଲାମୀ ହୋଇଥିଲା। ସୁରାଟର ହୀରା ବ୍ୟବସାୟୀ ଲାଲଜୀ ପଟେଲ୍‌ ଏହି ସୁଟ୍‌ କିଣିଥିଲେ।  ଏହି ସୁଟ୍‌ରେ ସୁନାରେ ପ୍ରଧାନମନ୍ତ୍ରୀଙ୍କ ନାଁ ନରେନ୍ଦ୍ର ଦାମୋଦରଦାସ ମୋଦି ଲେଖାଯାଇଥିଲା।

ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଭାରତ ଗସ୍ତ ସମୟରେ ମୋଦି ଏହି ସୁଟ୍‌ ପିନ୍ଧିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସୁଟ୍‌ର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଦାମୀ ସୁଟ୍‌ର ମୂଲ୍ୟ ଜାଣିବା ପରେ ବିରୋଧୀ ଦଳ ଗୁଡ଼ିକ ତାଙ୍କୁ ଟାର୍ଗେଟ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story