ବିଜେପି ବିରୋଧରେ ଗୁପକାର ଘୋଷଣା, ଦେଶ ବିରୋଧରେ ନୁହେଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଲାଗୁ କରିବା ଓ ବିଜେପିକୁ ବିରୋଧ କରିବା ପାଇଁ ହୋଇଥିବା ଗୁପକାର ଘୋଷଣାର ସଭାପତି ଭାବେ ଆଜି ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ନିଯୁକ୍ତ ହୋଇଛନ୍ତି। ସେହିପରି ପିଡିପି ମୁଖ୍ୟ ମେହବୁବା ମୁଫତି ଏହାର ଉପ ସଭାପତି ହୋଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ହିଁ ଉପତ୍ୟକାର ବିଭିନ୍ନ ରାଜନୀତିକ ଦଳ ଗୁପକାର ଘୋଷଣା ଦ୍ୱାରା ଏକାଠି ହୋଇଥିଲେ। ଏବେ ଏହାର ସଭାପତି ଓ ଉପସଭାପତି ନିଯୁକ୍ତ […]

h

h

Hemant Lenka
  • Published: Saturday, 24 October 2020
  • Updated: 24 October 2020, 05:45 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଲାଗୁ କରିବା ଓ ବିଜେପିକୁ ବିରୋଧ କରିବା ପାଇଁ ହୋଇଥିବା ଗୁପକାର ଘୋଷଣାର ସଭାପତି ଭାବେ ଆଜି ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ନିଯୁକ୍ତ ହୋଇଛନ୍ତି। ସେହିପରି ପିଡିପି ମୁଖ୍ୟ ମେହବୁବା ମୁଫତି ଏହାର ଉପ ସଭାପତି ହୋଇଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ହିଁ ଉପତ୍ୟକାର ବିଭିନ୍ନ ରାଜନୀତିକ ଦଳ ଗୁପକାର ଘୋଷଣା ଦ୍ୱାରା ଏକାଠି ହୋଇଥିଲେ। ଏବେ ଏହାର ସଭାପତି ଓ ଉପସଭାପତି ନିଯୁକ୍ତ ହୋଇଛନ୍ତି। ଏହବାଦ ଗୁପକାର ଘୋଷଣାରେ ଏକାଠି ହୋଇଥିବା ଦଳଗୁଡ଼ିକ ସ୍ୱତନ୍ତ୍ର ପତାକାର ବ୍ୟବସ୍ଥା କରିଛନ୍ତି। ଯେଉଁଥିରେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ଚିହ୍ନ ରହିଛି। ସେହିପରି ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସର ନେତା ସାଜଦ ଲୋନଙ୍କୁ ଏହାର ମୁଖପାତ୍ର କରାଯାଇଛି।

ନୂଆ ନିଯୁକ୍ତି ପରେ ଫାରୁକ ଅବଦୁଲ୍ଲା କହିଛନ୍ତି, ଗୁପକାର ଘୋଷଣାନାମା ଦେଶ ବିରୋଧୀ ବୋଲି ଯେଉଁମାନେ କହୁଛନ୍ତି, ତାହା ସଂପୂର୍ଣ୍ଣ ଭୁଲ। ଆମେ ବିଜେପି ବିରୋଧୀ। ବିଜେପିକୁ ବିରୋଧ କରିବା ଦେଶକୁ ବିରୋଧ କରିବା ନୁହେଁ। ସେମାନେ ଦେଶକୁ ଓ ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି। ଜମ୍ମୁ-କଶ୍ମୀରବାସୀଙ୍କ ଅଧିକାରୀକୁ ଫେରାଇ ଦିଆଯାଉ ବୋଲି ଆମେ ଦାବି କରୁଛୁ। ଆମେ ଯେତେବେଳେ ଧାରା ୩୭୦ ଫେରାଇ ଆଣିବା କଥା କହୁଛୁ ସେତେବେଳେ ଜମ୍ମୁ ଓ ଲଦାଖର ସ୍ୱତନ୍ତ୍ରତା କଥା ମଧ୍ୟ କହୁଛୁ ବୋଲି ସେ କହିଛନ୍ତି।

ସେହିପରି ନୂଆ ମୁଖପାତ୍ର ଲୋନ କହିଛନ୍ତି, ଆମେ ଖୁବଶୀଘ୍ର ଜମ୍ମୁ-କଶ୍ମୀରର ରିଏଲିଟି ଉପରେ ଶ୍ୱେତପତ୍ର ଜାରି କରିବୁ। ଆମ ପାଖରେ କ’ଣ ଥିଲା ଓ ସେମାନେ ଆମ ଠାରୁ କ’ଣ ନେଇଗଲେ, ସେକଥା ଆମେ ସମସ୍ତଙ୍କୁ ଜଣାଇବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story