ଚାଷ କରିବାକୁ ଚାହୁଁଛି ଗୁରମିତ ରାମ ରହିମ, ପ୍ୟାରୋଲ ପାଇଁ ଆବେଦନ

ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ ରାମରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛି। ସିରସାରେ ଥିବା ତା’ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛି। ବର୍ତ୍ତମାନ ଗୁରମିତ ରୋହତକ ଜେଲ୍‌ରେ ରହିଛି। ଗୁରମିତର ଏଭଳି ଆବେଦନ ପରେ ଜେଲ ଅଧୀକ୍ଷକ  ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ ଅଧୀକ୍ଷକ କହିଛନ୍ତି, […]

er

er

Hemant Lenka
  • Published: Saturday, 22 June 2019
  • Updated: 22 June 2019, 01:58 PM IST

Sports

Latest News

ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ ରାମରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛି। ସିରସାରେ ଥିବା ତା’ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛି।

ବର୍ତ୍ତମାନ ଗୁରମିତ ରୋହତକ ଜେଲ୍‌ରେ ରହିଛି। ଗୁରମିତର ଏଭଳି ଆବେଦନ ପରେ ଜେଲ ଅଧୀକ୍ଷକ  ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ ଅଧୀକ୍ଷକ କହିଛନ୍ତି, ଗୁରମିତ ଜେଲ୍‌ରେ ରହିବା ସମୟରେ କୌଣସି ପ୍ରକାରର ବିଶୃଙ୍ଖଳା କରିନାହାନ୍ତି।

ଜେଲ ମଧ୍ୟରେ ତାଙ୍କର ଆଚାର ବ୍ୟବହାର ଭଲ ରହିଛି। ତେବେ ତାଙ୍କୁ ପ୍ୟାରୋଲ ମିଳିବ କି ନାହିଁ, ସେ ନିଷ୍ପତ୍ତି ଉଚ୍ଚ କର୍ତ୍ତୃପକ୍ଷ ନେବେ ବୋଲି ସେ କହିଛନ୍ତି।
ଦୁଇଟି ଦୁଷ୍କର୍ମ ମାମଲାରେ ଗୁରମିତକୁ ପ୍ରଥମେ ୨୦୧୭ ସେପ୍ଟେମ୍ବର ମାସରେ ୧୦ ବର୍ଷ ଲେଖାଏ ଜେଲଦଣ୍ତ ମିଳିଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସିବିଆଇ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story