ଟେରର ଫଣ୍ଡିଂ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତ

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦକୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଟେରର ପଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପଞ୍ଜାବ ପ୍ରଦେଶ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାଫିଜ ଓ ତା’ର ସହଯୋଗୀମାନେ ପାଣ୍ଠି ସଂଗ୍ରହ କରୁଥିବା ବିଚାରପତି ମାଲିକ ଆଶ୍ରଦ ଭୁଟ୍ଟୋ କହିଛନ୍ତି। ପଞ୍ଜାବ ପୁଲିସର ଆତଙ୍କବାଦୀ ନିରୋଧ ବିଭାଗ(ସିଟିଡି) ଜୁଲାଇ ୧୭ରେ ହାଫିଜ ଓ ତା’ର ସହଯୋଗୀମାନଙ୍କ ବିରୋଧରେ ୨୩ଟି ଏଫଆଇଆର ରୁଜୁ କରିଥିଲା। ଏହାପରେ […]

d

d

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 03:01 PM IST

Sports

Latest News

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦକୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଟେରର ପଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପଞ୍ଜାବ ପ୍ରଦେଶ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାଫିଜ ଓ ତା’ର ସହଯୋଗୀମାନେ ପାଣ୍ଠି ସଂଗ୍ରହ କରୁଥିବା ବିଚାରପତି ମାଲିକ ଆଶ୍ରଦ ଭୁଟ୍ଟୋ କହିଛନ୍ତି।

ପଞ୍ଜାବ ପୁଲିସର ଆତଙ୍କବାଦୀ ନିରୋଧ ବିଭାଗ(ସିଟିଡି) ଜୁଲାଇ ୧୭ରେ ହାଫିଜ ଓ ତା’ର ସହଯୋଗୀମାନଙ୍କ ବିରୋଧରେ ୨୩ଟି ଏଫଆଇଆର ରୁଜୁ କରିଥିଲା। ଏହାପରେ ଜାମାତ ଉଦ ଦାୱା(ଜେୟୁଡି) ମୁଖ୍ୟ ହାଫିଜକୁ ଗିରଫ କରି କୋଟ ଲକ୍ଷପତ ଜେଲରେ ରଖିଥିଲା।

ହାଫିଜ ନାଁରେ ଲାହୋର, ଗୁଜରନୱାଲା ଓ ମୁଲତାନରେ ମାମଲା ରୁଜୁ ହୋଇଥିଲା। ଏନଜିଓ ନାଁରେ ହାଫିଜ ଓ ତା’ର ସହଯୋଗୀମାନେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରୁଥିବା ଜଣାପଡ଼ିବା ପରେ ଏଭଳି ମାମଲା ରୁଜୁ ହୋଇଥିଲା।

ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଜଣାପଡ଼ିବା ପରେ ଏଫଏଟିଏଫ୍‌ ପାକିସ୍ତାନକୁ ଗ୍ରେ ତାଲିକା ଭୁକ୍ତ କରିଥିଲା। ୨୦୨୦ ଫେବୃଆରୀ ମଧ୍ୟରେ ଯଦି ପାକିସ୍ତାନ ଆତଙ୍କବାଦର ମୂଳପୋଛ ପାଇଁ କାର୍ଯ୍ୟ ନ କରିବ ଓ ଆତଙ୍କୀ ସଂଗଠନକୁ ମିଳୁଥିବା ପାଣ୍ଠି ଉପରେ ରୋକ ନ ଲଗାଇବ, ତା’ହେଲେ ଏହି ଦେଶକୁ କଳାତାଲିକା ଭୁକ୍ତ କରାଯିବ ବୋଲି ମଧ୍ୟ ଏଫଏଟିଏଫ ଚେତାବନୀ ଦେଇଛି।

ବିଶ୍ୱର ଅନେକ ରାଷ୍ଟ୍ର ପାକିସ୍ତାନ ଉପରେ ଚାପ ପକାଇବାରୁ ଇମ୍ରାନ ସରକାର ବାଧ୍ୟ ହୋଇ ହାଫିଜ ଓ ତା’ ସହ ଜଡ଼ିତ ସଂଗଠନ ଗୁଡ଼ିକ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story