ରାତିଅଧରେ କିଏ କାଟୁଛି ମହିଳାଙ୍କ ଚୁଟି ? ଲୋକେ ରାତି ଉଜାଗର

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ  ଚୁଟି କଟା ଆତଙ୍କ । ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏବେ ଚୁଟି କଟାକୁ ନେଇ ଆତଙ୍କ ଖେଳିଯାଇଛି । ରାତିରେ ଶୋଇଥିବା ଅବସ୍ଥାରେ ମହିଳାଙ୍କ  ଚୁଟି କଟାଯାଉଥିବା ଅଭିଯୋଗ ଆସିଛି। ଗୋଟିଏ କିମ୍ବା ଦୁଇଟି ଘଟଣା ନୁହଁ । ମାତ୍ର ଅଳ୍ପ ଦିନ ମଧ୍ୟରେ ଅନେକ ଘଟଣା ସମ୍ନାକୁ ଆସିଛି।   ଡରରେ ଲୋକେ ରାତିରେ ଉଜାଗର ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଘଟଣାକୁ […]

d111

d111

Rakesh Mallick
  • Published: Monday, 02 October 2017
  • Updated: 02 October 2017, 02:48 PM IST

Sports

Latest News

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ  ଚୁଟି କଟା ଆତଙ୍କ । ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏବେ ଚୁଟି କଟାକୁ ନେଇ ଆତଙ୍କ ଖେଳିଯାଇଛି । ରାତିରେ ଶୋଇଥିବା ଅବସ୍ଥାରେ ମହିଳାଙ୍କ  ଚୁଟି କଟାଯାଉଥିବା ଅଭିଯୋଗ ଆସିଛି। ଗୋଟିଏ କିମ୍ବା ଦୁଇଟି ଘଟଣା ନୁହଁ । ମାତ୍ର ଅଳ୍ପ ଦିନ ମଧ୍ୟରେ ଅନେକ ଘଟଣା ସମ୍ନାକୁ ଆସିଛି।   ଡରରେ ଲୋକେ ରାତିରେ ଉଜାଗର ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଘଟଣାକୁ ଗୁରତ୍ୱର ସହ ନେଇଛି ପୋଲିସ। ଦୁଇଟି ଟିମ୍ ଦ୍ୱାରା ଘଟଣାର ତଦନ୍ତ କରିବା ସହ କୌଣସି ବି ଅପପ୍ରଚାରକୁ ବିଶ୍ୱାସ ନକରିବାକୁ ଆହ୍ୱାନ କରିଛନ୍ତି ଦକ୍ଷିଣ କାଶ୍ମୀର ଡିଜିପି । ଖୁବ୍ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବା ସହ ସତ୍ୟାସତ୍ୟ ସମ୍ନାକୁ ଅଣାଯିବ ବୋଲି ଅଶ୍ୱାସନା ଦେଇଛନ୍ତି ଡିଜି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story