ଆଇନ ସହ ଖେଳୁଛନ୍ତି ନିର୍ଭୟା ଦୋଷୀ, ଜଣଙ୍କ ପରେ ଜଣଙ୍କୁ ଫାଶୀ ଦେବାକୁ ଦାବି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକ ଆଇନ୍‌ରେ ଥିବା ବ୍ୟବସ୍ଥା ସହ ଖେଳୁଛନ୍ତି। ସେମାନେ ଜାଣିଶୁଣି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ତେଣୁ ଜଣଙ୍କ ପରେ ଜଣଙ୍କୁ ପ୍ରଶାସନ ଫାଶୀରେ ଝୁଲାଇବା ଦରକାର। ଏପରି ହେଲେ ସେମାନେ ଆଇନ ସହ ଖେଳିବାର ଭୟାବହତା କଥା ବୁଝିପାରିବେ ବୋଲି ଆଜି ନିର୍ଭୟାଙ୍କ ମା’ ଆଶା ଦେବି କହିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ନାବାଳକ […]

n

n

Hemant Lenka
  • Published: Monday, 20 January 2020
  • Updated: 20 January 2020, 05:49 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକ ଆଇନ୍‌ରେ ଥିବା ବ୍ୟବସ୍ଥା ସହ ଖେଳୁଛନ୍ତି। ସେମାନେ ଜାଣିଶୁଣି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ତେଣୁ ଜଣଙ୍କ ପରେ ଜଣଙ୍କୁ ପ୍ରଶାସନ ଫାଶୀରେ ଝୁଲାଇବା ଦରକାର। ଏପରି ହେଲେ ସେମାନେ ଆଇନ ସହ ଖେଳିବାର ଭୟାବହତା କଥା ବୁଝିପାରିବେ ବୋଲି ଆଜି ନିର୍ଭୟାଙ୍କ ମା’ ଆଶା ଦେବି କହିଛନ୍ତି।

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ନାବାଳକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଆଶା ଦେବୀ ଏକଥା କହିଛନ୍ତି।

ସେ କହିଛନ୍ତି, “ଦୋଷୀମାନେ ନ୍ୟାୟିକ ବ୍ୟବସ୍ଥାକୁ ବିଳମ୍ବିତ କରିବା ପାଇଁ ଏପରି ଜଣଙ୍କ ପରେ ଜଣେ ଆଇନର ସହାୟତା ନେଉଛନ୍ତି। ସେମାନେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଯେଉଁ ଯୋଜନା କରୁଛନ୍ତି, ତା’ହା ଖାରଜ ହୋଇଛି।

ସେମାନେ ଫେବୃଆରୀ ୧ରେ ଫାଶୀ ଖୁଣ୍ଟରେ ଝୁଲିବା ପରେ ମୁଁ ଶାନ୍ତି ପାଇବି। ସେମାନେ ଯେମିତି ଜଣଙ୍କ ପରେ ଜଣେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆବେଦନ କରୁଛନ୍ତି, ଠିକ୍‌ ସେମିତି ସେମାନଙ୍କୁ ଜଣଙ୍କ ପରେ ଜଣେ ଫାଶୀ ଦେବା ଦରକାର। ଏହାଦ୍ୱାରା ଆଇନ ସହ ଖେଳିଲେ, କ’ଣ ପରିଣାମ ହୁଏ ସେକଥା ସେମାନେ ବୁଝି ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story