ଚାଷୀଙ୍କୁ ସମର୍ଥନ କରି ୩ ସଂସଦୀୟ କମିଟିରୁ ଇସ୍ତଫା ଦେଲେ ବିଜେପି ସହଯୋଗୀ

ନୂଆଦିଲ୍ଲୀ: ବିଜେପିର ସହଯୋଗୀ ତଥା ରାଜସ୍ଥାନ ନାଗାଉର ସାଂସଦ ହନୁମାନ ବେନିୱାଲ ୩ଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରି ସେ ଏଭଳି ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ଆବାହକ ହନୁମାନ ନିଜର ଇସ୍ତଫାପତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସଂସଦୀୟ କମିଟି ଗୁଡ଼ିକରେ ଲୋକଙ୍କ ହିତ ପାଇଁ କିଛି ପ୍ରସଙ୍ଗ ଉଠାଇଥିଲି। ତେବେ ଦୁଃଖର […]

y

y

Hemant Lenka
  • Published: Saturday, 19 December 2020
  • Updated: 19 December 2020, 09:19 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ସହଯୋଗୀ ତଥା ରାଜସ୍ଥାନ ନାଗାଉର ସାଂସଦ ହନୁମାନ ବେନିୱାଲ ୩ଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରି ସେ ଏଭଳି ପଦକ୍ଷେପ ନେଇଛନ୍ତି।

ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ଆବାହକ ହନୁମାନ ନିଜର ଇସ୍ତଫାପତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସଂସଦୀୟ କମିଟି ଗୁଡ଼ିକରେ ଲୋକଙ୍କ ହିତ ପାଇଁ କିଛି ପ୍ରସଙ୍ଗ ଉଠାଇଥିଲି। ତେବେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ମୋ ପ୍ରସ୍ତାବ ଉପରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ଯଦି ସମସ୍ୟା ଉପରେ ପଦକ୍ଷେପ ନିଆ ନ ଯିବ, ତା’ହେଲେ ସଂସଦରେ ଏଭଳି କମିଟି ରହିବାର ଆବଶ୍ୟକ ନାହିଁ। ମୋ ପ୍ରସ୍ତାବକୁ ବେଖାତିର କରିବା ଓ ଚାଷୀମାନେ କରୁଥିବା ଆନ୍ଦୋଳନକୁ ସମର୍ଥନ କରି ମୁଁ ଆଜି ୩ଟି ଯାକ କମିଟିରୁ ଇସ୍ତଫା ଦେଉଛି।”

ବେନିୱାଲ ଇଣ୍ଡଷ୍ଟ୍ରୀଜ୍‌, ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସ ଏବଂ ପିଟିସନ ବିଷୟବସ୍ତୁ ଉପରେ ଗଠିତ ସଂସଦୀୟ କମିଟିର ସଦସ୍ୟ ରହିଥିଲେ। କିଛି ଦିନ ତଳେ ସେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରି ସ୍ୱାମୀ ନାଥନ କମିଟିର ସୁପାରିସକୁ ଲାଗୁ କରିବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story