ଏନଡିଏ ଛାଡ଼ିବାକୁ ଧମକ ଦେଲେ ହନୁମାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନ ଏବେ ବିଜେପି ତଣ୍ଟିରେ କଣ୍ଟା ହୋଇ ଲାଗିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଏହି କୃଷି ଆଇନକୁ ବିରୋଧ କରି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଅକାଳୀ ଦଳ ଏନଡିଏକୁ ଛାଡ଼ପତ୍ର ଦେଇଥିଲା। ଏବେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି)ର ମୁଖ୍ୟ ତଥା ରାଜସ୍ଥାନର ସାଂସଦ ହନୁମାନ ବେନିୱାଲ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବେ ବୋଲି ଏନଡିଏକୁ ଧମକ ଦେଇଛନ୍ତି। ଯଦି କେନ୍ଦ୍ର ସରକାର […]

gf

gf

Hemant Lenka
  • Published: Monday, 30 November 2020
  • Updated: 30 November 2020, 08:17 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନ ଏବେ ବିଜେପି ତଣ୍ଟିରେ କଣ୍ଟା ହୋଇ ଲାଗିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଏହି କୃଷି ଆଇନକୁ ବିରୋଧ କରି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଅକାଳୀ ଦଳ ଏନଡିଏକୁ ଛାଡ଼ପତ୍ର ଦେଇଥିଲା।

ଏବେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି)ର ମୁଖ୍ୟ ତଥା ରାଜସ୍ଥାନର ସାଂସଦ ହନୁମାନ ବେନିୱାଲ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବେ ବୋଲି ଏନଡିଏକୁ ଧମକ ଦେଇଛନ୍ତି। ଯଦି କେନ୍ଦ୍ର ସରକାର ନୂଆ କୃଷି ଆଇନ ଉପରେ ବିଚାର ନ କରନ୍ତି କିମ୍ବା ଏହାକୁ ପ୍ରତ୍ୟାହାର ନ କରନ୍ତି, ତା’ହେଲେ ଆରଏଲପି ବାଧ୍ୟ ହୋଇ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଓହରିଯିବ ବୋଲି ସେ ଧମକ ଦେଇଛନ୍ତି।

ଅମିତ ଶାହଙ୍କ ଉଦ୍ଦେଶ୍ୟରେ ସେ ଟ୍ୱିଟ କରି କହିଛନ୍ତି, “ଅମିତ ଶାହଜୀ ଦିନକୁ ଦିନ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଜନ ସମର୍ଥନ ମିଳିବାରେ ଲାଗିଛି। ଚାଷୀଙ୍କ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ। ତେଣୁ ନିକଟରେ ଲାଗୁ ହୋଇଥିବା କୃଷି ସମ୍ପର୍କିତ ୩ଟି ଯାକ ବିଲକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଉ।

କେନ୍ଦ୍ର ସରକାର ଯେମିତି ହେଲେ ବି ସ୍ୱାମୀନାଥନ କମିଶନ ସୁପାରିସ କରିଥିବା ପ୍ରସ୍ତାବକୁ ଲାଗୁ କରନ୍ତୁ। ଏଥିସହ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ସରକାର କଥାବାର୍ତ୍ତା କରନ୍ତୁ। ଆରଏଲପି ଏନଡିଏ ମେଣ୍ଟରେ ରହିଛି। ଏହାର ଶକ୍ତି ହେଉଛନ୍ତି ଦେଶର ଚାଷୀ, ଯୁବଗୋଷ୍ଠୀ ଓ ଯବାନ।

ଯଦି ଏହି ପ୍ରସଙ୍ଗରେ ଯଥାଶୀଘ୍ର କୌଣସି ପଦକ୍ଷେପ ନିଆଯିବ ନାହିଁ, ତା’ହେଲେ ମୁଁ ଏନଡିଏମ ମେଣ୍ଟରେ ରହିବି କି ନାହିଁ, ତା’ର ବିଚାର କରିବାକୁ ବାଧ୍ୟ ହେବି। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଁ ଯେକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବିନାହିଁ।”

ଜାଠ ସଂପ୍ରଦାୟ ମଧ୍ୟରେ ଆରଏଲପର ବେଶ ଲୋକ ପ୍ରିୟତା ରହିଛି। ରାଜସ୍ଥାନର ୧୦ରୁ ୧୫ ଲୋକସଭା ଆସନରେ ଜାଠ ସଂପ୍ରଦାୟର ଦବାଦବା ରହିଛି। ଗତଥର ଆରଏଲପି ରାଜସ୍ଥାନରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା।

ସାଂସଦ ହନୁମାନ ବେନିୱାଲ ଆହୁରି କହିଛନ୍ତି, ଯଦି ପୁଲିସ୍‌ ଓ କ୍ଷମତାସୀନ ରାଜ୍ୟ ସରକାରମାନେ ଚାଷୀଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରିବେ, ତା’ହେଲେ ଆରଏଲପି ରାଜସ୍ଥାନ ସମେତ ସମଗ୍ର ଦେଶରେ ଏହା ବିରୋଧରେ ବିକ୍ଷୋଭ କରିବ। ଆରଏଲପି ସର୍ବଦା ଚାଷୀଙ୍କୁ ସମର୍ଥନ କରୁଥିଲା ଓ ଆଗକୁ ମଧ୍ୟ କରିବ ବୋଲି ସେ ଧମକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story