ଯୋଗୀ ଓ ମୋହନ ଭାଗବତଙ୍କୁ ବିରୋଧ କରିବାରୁ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ପ୍ରସିଦ୍ଧ ରାପର ତରନ କୌର ଡିଲନ ଓରଫ ହାର୍ଡ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ବ୍ରିଟେନ୍‌ରେ ରହୁଥିବା ଏହି କଳାକାର ଜଣଙ୍କ ଅନଲାଇନ୍‌ ପୋଷ୍ଟରେ ଅତ୍ୟନ୍ତ ଅଭଦ୍ର ଢଙ୍ଗରେ ମନ୍ତବ୍ୟ ଦେଇଥିଲେ। ଡିଲନଙ୍କ ବିରୋଧରେ ପ୍ରଥମେ ବାରାଣସୀର ଓକିଲ ଶଶାଙ୍କ ଶେଖର ଏଫ୍‌ଆଇଆଇ ରୁଜୁ କରିଥିଲେ। ଡିଲନ ଯୋଗୀଙ୍କୁ ରେପ୍‌ମ୍ୟାନ୍‌ କହିଥିବା ବେଳେ ମୁମ୍ବାଇ […]

wq

wq

Hemant Lenka
  • Published: Thursday, 20 June 2019
  • Updated: 20 June 2019, 05:41 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ପ୍ରସିଦ୍ଧ ରାପର ତରନ କୌର ଡିଲନ ଓରଫ ହାର୍ଡ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ବ୍ରିଟେନ୍‌ରେ ରହୁଥିବା ଏହି କଳାକାର ଜଣଙ୍କ ଅନଲାଇନ୍‌ ପୋଷ୍ଟରେ ଅତ୍ୟନ୍ତ ଅଭଦ୍ର ଢଙ୍ଗରେ ମନ୍ତବ୍ୟ ଦେଇଥିଲେ। ଡିଲନଙ୍କ ବିରୋଧରେ ପ୍ରଥମେ ବାରାଣସୀର ଓକିଲ ଶଶାଙ୍କ ଶେଖର ଏଫ୍‌ଆଇଆଇ ରୁଜୁ କରିଥିଲେ।

ଡିଲନ ଯୋଗୀଙ୍କୁ ରେପ୍‌ମ୍ୟାନ୍‌ କହିଥିବା ବେଳେ ମୁମ୍ବାଇ ଆକ୍ରମଣରେ ସହିଦ ହେମନ୍ତ କରକେରଙ୍କ ମୃତ୍ୟୁ ପାଇଁ ଆରଏସ୍‌ଏସ୍‌କୁ ଦାୟୀ କରିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ସର୍ଭେଲାନ୍ସ ସେଲକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story