ହରଦୀପଙ୍କୁ ବେସାମରିକ ବିମାନ ଚଳାଚଳ ଦାୟିତ୍ୱ, କ୍ରୀଡ଼ାମନ୍ତ୍ରୀ ହେଲେ କିରେନ ରିଜିଜୁ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ହରଦୀପ ସିଂହ ପୁରୀ ଓ କିରେନ୍‌ ରିଜିଜ୍ଜୁ ଶପଥ ନେଇଛନ୍ତି। ହରଦୀପଙ୍କୁ ମୋଦି-୨ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ମୋଦି-୧ ସରକାରରେ ହରଦୀପ ସିଂହ ପୁରୀ ୨୦୧୭ରୁ ହାଉସିଂ ଓ ସହର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଏଥର ତାଙ୍କ ମନ୍ତ୍ରୀ ପଦ ବଦଳିଛି। ଜୟନ୍ତ ସିହ୍ନାଙ୍କ ସ୍ଥାନରେ ସେ ମୋଦି-୨ ସରକାରରେ ବେସାମରିକ ବିମାନ ଚଳାଚଳ ବିଭାଗ ପାଇଛନ୍ତି। ସେହିପରି […]

pp

pp

Hemant Lenka
  • Published: Friday, 31 May 2019
  • Updated: 31 May 2019, 04:58 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ହରଦୀପ ସିଂହ ପୁରୀ ଓ କିରେନ୍‌ ରିଜିଜ୍ଜୁ ଶପଥ ନେଇଛନ୍ତି। ହରଦୀପଙ୍କୁ ମୋଦି-୨ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି।

ମୋଦି-୧ ସରକାରରେ ହରଦୀପ ସିଂହ ପୁରୀ ୨୦୧୭ରୁ ହାଉସିଂ ଓ ସହର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଏଥର ତାଙ୍କ ମନ୍ତ୍ରୀ ପଦ ବଦଳିଛି। ଜୟନ୍ତ ସିହ୍ନାଙ୍କ ସ୍ଥାନରେ ସେ ମୋଦି-୨ ସରକାରରେ ବେସାମରିକ ବିମାନ ଚଳାଚଳ ବିଭାଗ ପାଇଛନ୍ତି।

ସେହିପରି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ନେଇଥିବା କିରେନ୍‌ ରିଜିଜୁଙ୍କୁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମିଳିଛି। ମୋଦି-୧ ସରକାରରେ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ଏହି ବିଭାଗ ମିଳିଥିଲା। କିନ୍ତୁ ମୋଦି-୨ ସରକାରରେ ରାଠୋର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story