ଉପ ମୁଖ୍ୟମନ୍ତ୍ରୀ ଚୌତାଲା କରୋନାରେ ଆକ୍ରାନ୍ତ

ଚଣ୍ଡିଗଡ଼: ହରିଆଣାର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଦୁଷ୍ୟନ୍ତ ଚୌତାଲା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଜନନାୟକ ଜନତା ପାର୍ଟିର ନେତା ଦୁଷ୍ୟନ୍ତ ଚୌତାଲାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି। सभी साथियों के लिए सूचना – मेरी Covid-19 की रिपोर्ट positive आई […]

vv

vv

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 06:06 PM IST

Sports

Latest News

ଚଣ୍ଡିଗଡ଼: ହରିଆଣାର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଦୁଷ୍ୟନ୍ତ ଚୌତାଲା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।

ଜନନାୟକ ଜନତା ପାର୍ଟିର ନେତା ଦୁଷ୍ୟନ୍ତ ଚୌତାଲାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି।
https://twitter.com/i/status/1313414599316705280
ସେ କହିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋର ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଠିକ ରହିଛି। ମୁଁ ଅନୁରୋଧ କରୁଛି କି ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ଯତ୍ନ ନିଅନ୍ତୁ ଓ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜର ଟେଷ୍ଟ କରାଇ ନିଅନ୍ତୁ। ମୁଁ ପଜିଟିଭ ଆସିଥିବାରୁ ସେଲଫ ଆଇସୋଲେସନରେ ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story