ଜୁଲାଇ ୨୭ ପରେ ଏହି ଠାରେ ଖୋଲିବ ସ୍କୁଲ!

ନୂଆଦିଲ୍ଲୀ: କରୋନା ପାଇଁ ଦୀର୍ଘ ୪ ମାସ ହେଲା ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ କେବେ ଖୋଲିବ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏସବୁ ଭିତରେ ଆଜିଠାରୁ ଦେଶରେ ଅନଲକ-୨ ଆରମ୍ଭ ହୋଇଛି। କିନ୍ତୁ ଜୁଲାଇ ୩୧ ଯାଏ କୌଣସି ଶିକ୍ଷାନୁଷ୍ଠାନ ଖୋଲିବାର ସମ୍ଭାବନା ବହୁତ କମ।

ଭାରତ ସରକାରଙ୍କ ଗାଇଡଲାଇନ ପରେ ହରିଆଣା ସରକାର ଜୁଲାଇ ୨୭ ପରେ ସ୍କୁଲ ଗୁଡ଼ିକ ଖୋଲିବାର ସଙ୍କେତ ଦେଇଛନ୍ତି। ହରିଆଣା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଗୋଟିଏ ଚିଠି ଜାରି କରାଯାଇଛି। ଏଥିରେ ଖରା ଛୁଟି ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ଯାଏ ଚାଲିବ ବୋଲି କୁହାଯାଇଛି। ଏହାର ଅର୍ଥ ରାଜ୍ୟ ସରକାର ଜୁଲାଇ ୨୭ ପରେ ସ୍କୁଲ ଖୋଲିବେ ବୋଲି ସଙ୍କେତ ଦେଇଛନ୍ତି। ତେବେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜ ଜୁଲାଇ ୩୧ ଯାଏ ଖୋଲିବ ନାହିଁ।

ଆହୁରି ପଢ଼ନ୍ତୁ

ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଅନନ୍ୟ: ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେଲେ ମହିଳା

ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ

ଅଯୋଧ୍ୟା ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ

ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ଓଜନ କମ୍‌ କରେ ଉଷୁମ ପାଣି

ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ