କଂଗ୍ରେସରେ ମିଶିଲେ ମହମ୍ମଦ ଶାମିଙ୍କ ପତ୍ନୀ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟର ମହମ୍ମଦ ଶାମିଙ୍କ ପତ୍ନୀ ହାସିନ ଜାହାନ୍‌ ଆଜି ରାଜନୀତିରେ ପାଦ ଦେଇଛନ୍ତି। ପୂର୍ବତନ ମଡେଲ ତଥା ଚିୟର ଲିଡର୍‌ ହାସିନ ଆଜି ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଯୋଗଦେଇଛନ୍ତି। ମୁମ୍ବାଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଞ୍ଜୟ ନିରୁପମ୍‌ଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇ ତାଙ୍କର ରାଜନୀତିକ ଇନିଂସ୍‌ ଆରମ୍ଭ କରିଛନ୍ତି। ହାସିନ ମହମ୍ମଦ ଶାମିଙ୍କୁ ବିବାହ କରି ଯେତିକି ଚର୍ଚ୍ଚାକୁ ଆସି ନଥିଲେ, ଶାମିଙ୍କ ବିରୋଧରେ ଘରୋଇ […]

a

a

Hemant Lenka
  • Published: Tuesday, 16 October 2018
  • Updated: 16 October 2018, 10:00 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟର ମହମ୍ମଦ ଶାମିଙ୍କ ପତ୍ନୀ ହାସିନ ଜାହାନ୍‌ ଆଜି ରାଜନୀତିରେ ପାଦ ଦେଇଛନ୍ତି। ପୂର୍ବତନ ମଡେଲ ତଥା ଚିୟର ଲିଡର୍‌ ହାସିନ ଆଜି ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଯୋଗଦେଇଛନ୍ତି।

ମୁମ୍ବାଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଞ୍ଜୟ ନିରୁପମ୍‌ଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇ ତାଙ୍କର ରାଜନୀତିକ ଇନିଂସ୍‌ ଆରମ୍ଭ କରିଛନ୍ତି।
ହାସିନ ମହମ୍ମଦ ଶାମିଙ୍କୁ ବିବାହ କରି ଯେତିକି ଚର୍ଚ୍ଚାକୁ ଆସି ନଥିଲେ, ଶାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣି ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ। ଏବେ ସେ ତାଙ୍କ ରାଜନୀତିକ ଇନିଂସ୍‌କୁ କେମିତି ଆଗକୁ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story