ଶାହୀନ ବାଗ ଆନ୍ଦୋଳନକାରୀଙ୍କ ବିରୋଧରେ ଗର୍ଜିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଶାହୀନ ବାଗରେ ଦୀର୍ଘ ୪୦ରୁ ଅଧିକ ଦିନ ହେଲା ଲୋକମାନେ ବିକ୍ଷୋଭ କରୁଛନ୍ତି। ଏହି ବିକ୍ଷୋଭକାରୀଙ୍କ ବିରୋଧରେ ଏବେ ଉତ୍ତେଜକ ଭାଷଣ ଦେଇଛନ୍ତି ବିଜେପି ସାଂସଦ ପରଭେଶ ବର୍ମା। ବିଜେପି ସାଂସଦ ପରଭେଶ ବର୍ମା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ଏକପ୍ରକାର ଧମକ ଦେଇଛନ୍ତି। ସେ କହିଛନ୍ତି, “ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବାର ମାତ୍ର ଘଣ୍ଟାଏ ଭିତରେ ଶାହୀନ ବାଗରେ ବିକ୍ଷୋଭ ଦେଖିବାକୁ ମିଳିବ ନାହିଁ।” ବିକାଶପୁର ବିଧାନସଭା […]

n

n

Hemant Lenka
  • Published: Tuesday, 28 January 2020
  • Updated: 28 January 2020, 04:53 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଶାହୀନ ବାଗରେ ଦୀର୍ଘ ୪୦ରୁ ଅଧିକ ଦିନ ହେଲା ଲୋକମାନେ ବିକ୍ଷୋଭ କରୁଛନ୍ତି। ଏହି ବିକ୍ଷୋଭକାରୀଙ୍କ ବିରୋଧରେ ଏବେ ଉତ୍ତେଜକ ଭାଷଣ ଦେଇଛନ୍ତି ବିଜେପି ସାଂସଦ ପରଭେଶ ବର୍ମା।

ବିଜେପି ସାଂସଦ ପରଭେଶ ବର୍ମା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ଏକପ୍ରକାର ଧମକ ଦେଇଛନ୍ତି। ସେ କହିଛନ୍ତି, “ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବାର ମାତ୍ର ଘଣ୍ଟାଏ ଭିତରେ ଶାହୀନ ବାଗରେ ବିକ୍ଷୋଭ ଦେଖିବାକୁ ମିଳିବ ନାହିଁ।” ବିକାଶପୁର ବିଧାନସଭା ନିର୍ବାଚନ ମଣ୍ଡଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ବେଳେ ସେ କହିଛନ୍ତି, “ଫେବୃଆରୀ ୧୧ରେ ଯଦି ବିଜେପି ଏଠାରେ କ୍ଷମତା ଦଖଲ କରିବ, ତା’ହେଲେ ଶାହୀନ ବାଗ ବିକ୍ଷୋଭ ଘଣ୍ଟାଏ ମଧ୍ୟରେ ଶେଷ ହୋଇଯିବ।

“ସେଠାରେ ଲକ୍ଷାଧିକ ଲୋକ ଏକାଠି ହୋଇଛନ୍ତି। ଏହାଦ୍ୱାରା ଦିଲ୍ଲୀବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଦିଲ୍ଲୀବାସୀ ଥରେ ଭାବିବା ପରେ ଭୋଟ ଦିଅନ୍ତୁ। ଶାହୀନ ବାଗ ଆନ୍ଦୋଳନକାରୀମାନେ ଆପଣଙ୍କ ଘରେ ପଶିବେ ଓ ଆପଣଙ୍କ ଝିଅ-ଭଉଣୀଙ୍କୁ ଦୁଷ୍କର୍ମ କରିବେ। ସେମାନଙ୍କୁ ହତ୍ୟା କରିବେ। ବର୍ତ୍ତମାନ ସମୟ ଅଛି। ହେଲେ ଆସନ୍ତାକାଲି ମୋଦିଜୀ ଓ ଅମିତ ଶାହ ଆପଣମାନଙ୍କୁ ବଞ୍ଚାଇବାକୁ ଆସିପାରିବେ ନାହିଁ। ବେଳ ଥାଉ ଥାଉ ଦିଲ୍ଲୀବାସୀ ନିଦରୁ ଉଠିବା ଦରକାର।”

ସେ ପୁଣି କହିଛନ୍ତି, ଫେବୃଆରୀ ୧୧ରେ ବିଜେପି କ୍ଷମତା ଦଖଲ କରିବା ପରେ ମାସକ ମଧ୍ୟରେ ମୋ ଲୋକସଭା ମଣ୍ଡଳୀରେ ସରକାରୀ ଜମିରେ ଥିବା ସମସ୍ତ ମସଜିଦକୁ ଉଚ୍ଛେଦ କରିଦେବୁ।

ମୋଦି ୨ ସରକାର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଆଣିଛନ୍ତି। ହେଲେ ଏହାକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story