ୟୁପି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମୁହଁ ବନ୍ଦ ରଖିବାକୁ ଡିଏମଙ୍କ ନିର୍ଦ୍ଦେଶ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ଦଳିତ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି। ଏସବୁ ଭିତରେ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର କେଉଁଭଳି ଭାବେ ମୁହଁ ବନ୍ଦ ରଖିବାକୁ ଧମକ ଦେଉଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ ପୀଡ଼ିତାଙ୍କ ବାପାଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେ କହୁଛନ୍ତି ଯେ “ଆଜି ଅଧାରୁ ଅଧିକ ମିଡିଆ ଚାଲିଗଲେଣି। […]

nn

nn

Hemant Lenka
  • Published: Thursday, 01 October 2020
  • Updated: 01 October 2020, 08:09 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସର ୧୯ ବର୍ଷୀୟ ଦଳିତ ମହିଳାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି। ଏସବୁ ଭିତରେ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର କେଉଁଭଳି ଭାବେ ମୁହଁ ବନ୍ଦ ରଖିବାକୁ ଧମକ ଦେଉଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ ପୀଡ଼ିତାଙ୍କ ବାପାଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେ କହୁଛନ୍ତି ଯେ “ଆଜି ଅଧାରୁ ଅଧିକ ମିଡିଆ ଚାଲିଗଲେଣି। କାଲି ସମସ୍ତ ମିଡିଆ କର୍ମୀ ଚାଲିଯିବେ। କେବଳ ଆମେ ହିଁ ତମ ମାନଙ୍କ ପାଖରେ ରହିବୁ। ତେଣୁ ଏବେ ତମମାନେ ଭାବ ଯେ ତୁମେମାନେ ନିଜର ବିବୃତ୍ତି ବଦଳାଇବେ ନା ନାହିଁ।” ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମଗୁଡ଼ିକ ପ୍ରବୀଣ କୁମାରଙ୍କୁ ପ୍ରଶ୍ନ କରିଥିଲେ।
https://twitter.com/i/status/1311638641156919296

ତେବେ ସେ କୌଣସି ଉତ୍ତର ନ ଦେଇ କେବଳ ଚୁପ ରହିଥିଲେ। ମଙ୍ଗଳବାର ଉକ୍ତ ମହିଳାଙ୍କ ମୃତ୍ୟୁପରେ ରାତି ପ୍ରାୟ ୨.୩୦ରେ ପରିବାର ଲୋକଙ୍କ ବିନା ଅନୁମତିରେ ଏହାକୁ ଶତ୍କାର କରାଯାଇଥିଲା। ଏହାକୁ ନେଇ ହାଥରସ ପ୍ରଶାସନ ଓ ପୁଲିସ୍‌ ବାହିନୀ ଉପରେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି।

କିଏ ଶବ ଶତ୍କାର କଲା ବୋଲି ପ୍ରଶ୍ନର ଉତ୍ତର ପ୍ରବୀଣ କୁମାର ଦେଇନାହାନ୍ତି। ଶବ ଶତ୍କାର କରିଥିବା ଲୋକଙ୍କ ନାଁ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଶବ ଆସିଲା ବେଳେ ଗାଁର ମହିଳାମାନେ ଏହାକୁ ଅଟକାଇଥିଲେ ଓ ପୀଡ଼ିତାଙ୍କ ଭାଇଙ୍କ ଉପସ୍ଥିତିରେ ଶବ ଶତ୍କାର କରାଯାଇଛି ବୋଲି ସେ ସଫେଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story