ଶନିବାର ଟିକା ନେଇଥିଲେ, ଆଜି ଜୀବନ ହରାଇଲେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା କୋଭିସିଲ୍ଡ ଟିକା ନେଇଥିବା ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଆଜି ଭୋରରୁ ମୃତ୍ୟୁ ଘଟିଛି। ଶନିବାର ଦିନ ଗୁରୁଗ୍ରାମରେ ଏହି ୫୬ ବର୍ଷୀୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଟିକା ଜନିତ କି ନାହିଁ, ସେକଥା ଜଣାପଡ଼ିନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଘଟଣା ଜଣାପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ୫୬ ବର୍ଷୀୟ ରାଜୱନ୍ତୀ ଆଜି ସକାଳୁ ନିଜ ବେଡ୍‌ରୁ ଆଉ […]

gh

gh

Hemant Lenka
  • Published: Friday, 22 January 2021
  • Updated: 22 January 2021, 07:08 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ରକ୍ଷା କବଚ କୁହାଯାଉଥିବା କୋଭିସିଲ୍ଡ ଟିକା ନେଇଥିବା ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଆଜି ଭୋରରୁ ମୃତ୍ୟୁ ଘଟିଛି। ଶନିବାର ଦିନ ଗୁରୁଗ୍ରାମରେ ଏହି ୫୬ ବର୍ଷୀୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଟିକା ଜନିତ କି ନାହିଁ, ସେକଥା ଜଣାପଡ଼ିନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଘଟଣା ଜଣାପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

୫୬ ବର୍ଷୀୟ ରାଜୱନ୍ତୀ ଆଜି ସକାଳୁ ନିଜ ବେଡ୍‌ରୁ ଆଉ ଉଠି ନଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ମେଦାନ୍ତ ହସ୍ପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଟିକା ନେବା ଦିନ ତାଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳି ନଥିଲା ବୋଲି ପରିବାର ଲୋକ କହିଛନ୍ତି। ହେଲେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗୁରୁଗ୍ରାମର ମୁଖ୍ୟ ମେଡିକାଲ ଅଫିସର ଡା ବୀରେନ୍ଦ୍ର ଯାଦବ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ରାଜୱନ୍ତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ତେଣୁ ସେ ଯାଏ ଟିକା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିବା ଭୁଲ ହେବ ବୋଲି ସେ କହିଛନ୍ତି।

ଶନିବାର ଠାରୁ ଭାରତରେ କରୋନା ବିରୋଧୀ ଟିକାକରଣ ଆରମ୍ଭ ହୋଇଛି। କୋଭିସିଲ୍ଡ ଓ କୋଭାକ୍ସିନ ନାମକ ଦୁଇଟି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଭାରତ ସରକାର ମାଗଣାରେ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story