ଲଗାଣ ବର୍ଷା ଓ ବନ୍ୟା ନେଲାଣି ୫୦ ଜୀବନ, ୫ ହଜାର କୋଟିର ସମ୍ପତ୍ତି ନଷ୍ଟ

ହାଇଦ୍ରାବାଦ: ଲଗାଣ ବର୍ଷା ଓ ଏଥିଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ତେଲେଙ୍ଗାନାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ ବର୍ଷା ଓ ବନ୍ୟା ଜନିତ ଅଘଟଣରେ ୫୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ କେବଳ ହାଇଦ୍ରାବାଦରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁ ସହରରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଜି ବନ୍ୟା ଓ ବର୍ଷା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର […]

uZ

uZ

Hemant Lenka
  • Published: Thursday, 15 October 2020
  • Updated: 15 October 2020, 10:16 PM IST

ହାଇଦ୍ରାବାଦ: ଲଗାଣ ବର୍ଷା ଓ ଏଥିଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ତେଲେଙ୍ଗାନାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ ବର୍ଷା ଓ ବନ୍ୟା ଜନିତ ଅଘଟଣରେ ୫୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ କେବଳ ହାଇଦ୍ରାବାଦରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁ ସହରରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଜି ବନ୍ୟା ଓ ବର୍ଷା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ କହିଛନ୍ତି, ବର୍ଷା ଓ ବନ୍ୟା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ମିଳିବ।

ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ଜୀବନ ଯାଇଥିବା ବେଳେ ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ପ୍ରବଳ ବର୍ଷା ଯୋଗୁ ହାଇଦ୍ରାବାଦରେ ବ୍ୟାପକ କ୍ଷତି ଘଟିଛି। ଏଠାରେ ୧୪୪ କଲୋନୀର ୨୦,୫୪୦ଟି ଘର ବନ୍ୟା ପାଣିରେ ବୁଡ଼ି ରହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ରାଜ୍ୟର ପ୍ରାୟ ୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ଏଥିପାଇଁ କେନ୍ଦ୍ର ସରକାର ତୁରନ୍ତ ୧୩୫୦ କୋଟି ଟଙ୍କା ସହାୟତା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ନୂଆ ଘର ତିଆରି କରାଯିବ।

ସେହିପରି ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକର ମରାମତି ପାଇଁ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବ। ବନ୍ୟା ଯୋଗୁ ୭.୩୫ ଲକ୍ଷ ଏକର ଜମିରେ ପାଣି ମାଡ଼ି ଯାଇଛି। ଯଦି ୫୦% ଫସଲ ଏଥିପାଇଁ ନଷ୍ଟ ହୁଏ, ତା’ହେଲେ ୨ ହଜାର କୋଟି ଟଙ୍କାର କ୍ଷତି ଘଟିବ।
ରାଜଧାନୀ ବ୍ୟତୀତ ବର୍ଷା ଯୋଗୁ ୩୦ଟି ସହର ପ୍ରଭାବିତ ହୋଇଛି।

ବନ୍ୟା ଯୋଗୁ ଜଳ ସମ୍ପଦ ବିଭାଗ ୫୦ କୋଟିର କ୍ଷତି ସହିଛି। ୪୭୫ଟି ସ୍ଥାନରେ ପଞ୍ଚାୟତ ରୋଡ ଓ ୨୬୯ଟି ସ୍ଥାନରେ ମୁଖ୍ୟ ରାସ୍ତା ଧୋଇ ହୋଇଯାଇଛି। ଏଥିଯୋଗୁ ପ୍ରାୟ ୨୯୫ କୋଟି ଟଙ୍କାର କ୍ଷତି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story