ବଜାରକୁ ଆସୁଛି ହିରୋର Xtreme 200R ବାଇକ୍‌ : ଜାଣନ୍ତୁ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ: ହିରୋ ମୋଟରକପ୍‌ କମ୍ପାନୀ ଆସନ୍ତା ମେ ୨୪ ତାରିଖରେ ଦମଦାର ବାଇକ Xtreme 200Rକୁ ଲଞ୍ଚ କରିବାକୁ ଯାଉଛି। ଏଥିରେ ସାଉଣ୍ଡ, ଏର୍ଗୋନମିକ୍‌, ବ୍ରେକିଂ ହ୍ୟାଣ୍ଡେଲିଂ ଭଳି କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବାଇକ୍‌ର ସ୍ପିଡ୍‌ ଘଣ୍ଟାପ୍ରତି ୧୧୨ ଥିବା ବେଳେ ୦-୧୦୦ କିମି ପ୍ରତି ସ୍ପିଡ୍‌ (ଘଣ୍ଟା ପ୍ରତି) ହେବାକୁ ମାତ୍ର ୪ରୁ ୬ ସେକେଣ୍ଡ ଲାଗିଥାଏ। କମ୍ପାନୀ ପକ୍ଷରୁ ବାଇକ୍‌ଟିର ମୂଲ୍ୟ ପ୍ରକାଶ ହୋଇ ନଥିଲେ ମଧ୍ୟ ଏହାର […]

hero

hero

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 08:40 AM IST

ନୂଆଦିଲ୍ଲୀ: ହିରୋ ମୋଟରକପ୍‌ କମ୍ପାନୀ ଆସନ୍ତା ମେ ୨୪ ତାରିଖରେ ଦମଦାର ବାଇକ Xtreme 200Rକୁ ଲଞ୍ଚ କରିବାକୁ ଯାଉଛି। ଏଥିରେ ସାଉଣ୍ଡ, ଏର୍ଗୋନମିକ୍‌, ବ୍ରେକିଂ ହ୍ୟାଣ୍ଡେଲିଂ ଭଳି କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବାଇକ୍‌ର ସ୍ପିଡ୍‌ ଘଣ୍ଟାପ୍ରତି ୧୧୨ ଥିବା ବେଳେ ୦-୧୦୦ କିମି ପ୍ରତି ସ୍ପିଡ୍‌ (ଘଣ୍ଟା ପ୍ରତି) ହେବାକୁ ମାତ୍ର ୪ରୁ ୬ ସେକେଣ୍ଡ ଲାଗିଥାଏ। କମ୍ପାନୀ ପକ୍ଷରୁ ବାଇକ୍‌ଟିର ମୂଲ୍ୟ ପ୍ରକାଶ ହୋଇ ନଥିଲେ ମଧ୍ୟ ଏହାର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗାଡ଼ିର ବିଶେଷତ୍ତ୍ୱ: Xtreme 200R ବାଇକ୍‌ର ଇଞ୍ଜିନ୍‌ରେ ୫ ସ୍ପିଡ୍ ଗିୟର ବକ୍ସ ସହିତ 200cc ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍ଡ ସିଷ୍ଟମ ଦିଆଯାଇଛି। ଏହି ଇଞ୍ଜିନ୍‌ଟି 8000rpm ଉପରେ 18.4bhpର ପାୱାର ଓ 6500rpmରେ 17.1Nmର  ଟାର୍କ ଜେନେରେଟ କରିଥାଏ। ୦ରୁ ୬୦ କିମି ବେଗ ଧରିବା ପାଇଁ ବାଇକ୍‌ଟିକୁ ମାତ୍ର ୪ରୁ ୬ ସେକେଣ୍ଡ ଲାଗିଥାଏ।

ଫିଚର: ଏଥିରେ LED DRL, LED ଟେଲଲାଇଟ୍‌, ଡିଜିଟାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ କଂସୋଲ, ସ୍ପିଡୋମିଟର ଡିଜିଟାଲ ପାର୍ଟ, ଏଲୟ ହ୍ୱିଲ୍‌ସ ଦିଆଯାଇଛି। ଉନ୍ନତ ବ୍ରେକିଂ ବ୍ୟବସ୍ଥା ପାଇଁ 276mm ସ୍ପିଡ୍ ଓ ରିୟର 220mm ଡିସ୍କ ବ୍ରେକ ଦିଆଯାଇଛି। ସେହିଭଳି ସୁରକ୍ଷା ପାଇଁ କମ୍ପାନୀ ଏଥିରେ ସିଙ୍ଗଲ-ଚ୍ୟାନେଲ୍‌ ABS ଅପ୍‌ସନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story