ଆମେ କୌଣସି ଧର୍ମ ଉପରେ ପ୍ରତିବନ୍ଧକ ଲଗାଇବୁ ନାହିଁ: ହିଲାରୀ କ୍ଲିଣ୍ଟନ

ୱାସିଂଟନ୍‌: “ଆମେ କୌଣସି ଧର୍ମ ଉପରେ ପ୍ରତିବନ୍ଧକ ଲଗାଇବୁ ନାହିଁ” ବୋଲି କହିଛନ୍ତି ଡେମୋକ୍ରେଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ। ଆଜି ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟିକେଟ୍‌ ଗ୍ରହଣ କରିବା ଅବସରରେ ଡେମୋକ୍ରେଟିକ୍‌ ନ୍ୟାସନାଲ କନବେନ୍‌ସନରେ ହିଲାରୀ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କୁ ଆକ୍ଷେପ କରି ସେ କହିଛନ୍ତି, “ଡରାଉଥିବା ବ୍ୟକ୍ତିଙ୍କୁ ଆମେରିକାର ଜନତା ପ୍ରତ୍ୟାଖାନ କରିବେ।” ସେ କହିଛନ୍ତି, “ଆମକୁ ମିଳିମିଶି କାମ କରିବାକୁ ପଡିବ। […]

hilary

hilary

Rakesh Mallick
  • Published: Friday, 29 July 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନ୍‌: “ଆମେ କୌଣସି ଧର୍ମ ଉପରେ ପ୍ରତିବନ୍ଧକ ଲଗାଇବୁ ନାହିଁ” ବୋଲି କହିଛନ୍ତି ଡେମୋକ୍ରେଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ। ଆଜି ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟିକେଟ୍‌ ଗ୍ରହଣ କରିବା ଅବସରରେ ଡେମୋକ୍ରେଟିକ୍‌ ନ୍ୟାସନାଲ କନବେନ୍‌ସନରେ ହିଲାରୀ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କୁ ଆକ୍ଷେପ କରି ସେ କହିଛନ୍ତି, “ଡରାଉଥିବା ବ୍ୟକ୍ତିଙ୍କୁ ଆମେରିକାର ଜନତା ପ୍ରତ୍ୟାଖାନ କରିବେ।”

ସେ କହିଛନ୍ତି, “ଆମକୁ ମିଳିମିଶି କାମ କରିବାକୁ ପଡିବ। ଏହାଦ୍ୱାରା ଆମେ ଏକା ସାଙ୍ଗରେ ଉପରକୁ ଉଠି ପାରିବା। ଗତ ସପ୍ତାହ ମୁଁ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣିଥିଲି। ସେ ଆମକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ସେ ଚାହୁଁଛନ୍ତି ଆମେ ଆତଙ୍କବାଦ ସହ ପରସ୍ପରକୁ ମଧ୍ୟ ଡରି ରହିବା। ଆମେ କୌଣସି ଧର୍ମ ଉପରେ ପ୍ରତିବନ୍ଧକ ଲଗାଇବୁ ନାହିଁ। ଆମେ ସବୁ ଆମେରିକୀୟ ଓ ସହଯୋଗୀ ମିଳିତ ଭାବେ ଆତଙ୍କବାଦକୁ ହରାଇବା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story