ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ କଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମ ଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ହିନ୍ଦୁ ମହାସଭା ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ହିନ୍ଦୁ ପକ୍ଷଙ୍କ ପକ୍ଷରୁ ପ୍ରଥମ ରିଭ୍ୟୁ ପିଟିସନ ହିନ୍ଦୁ ମହାସଭା ଦାଖଲ କରିଛି। ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ରାୟ ପ୍ରକାଶ କରିବା ବେଳେ ବିବାଦୀୟ ଅଞ୍ଚଳକୁ ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ମସଜିଦ ନିର୍ମାଣ କରିବାକୁ ମୁସଲିମ […]

cc

cc

Hemant Lenka
  • Published: Monday, 09 December 2019
  • Updated: 09 December 2019, 05:22 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମ ଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ହିନ୍ଦୁ ମହାସଭା ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ହିନ୍ଦୁ ପକ୍ଷଙ୍କ ପକ୍ଷରୁ ପ୍ରଥମ ରିଭ୍ୟୁ ପିଟିସନ ହିନ୍ଦୁ ମହାସଭା ଦାଖଲ କରିଛି। ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ରାୟ ପ୍ରକାଶ କରିବା ବେଳେ ବିବାଦୀୟ ଅଞ୍ଚଳକୁ ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ମସଜିଦ ନିର୍ମାଣ କରିବାକୁ ମୁସଲିମ ପକ୍ଷଙ୍କୁ ବିକଳ୍ପ ୫ ଏକର ଜମି ଦେବାକୁ କହିଥିବାରୁ ହିନ୍ଦୁ ମହାସଭା ଏହା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଏହାକୁ ମିଶାଇ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଦେଇଥିବା ଅଯୋଧ୍ୟା ରାୟ ବିରୋଧରେ ୭ଟି ରିଭ୍ୟୁ ପିଟିସନ ଦାଖଲ ହୋଇଛି।

ହିନ୍ଦୁ ମହାସଭା ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, “ସୁପ୍ରିମକୋର୍ଟ ବିବାଦୀୟ ଅଞ୍ଚଳର ବାହାର ଓ ଭିତର ଚଉତରା ହିନ୍ଦୁ ପକ୍ଷଙ୍କର ବୋଲି କହିଛନ୍ତି। ଏହାର ମାଲିକାନା ହିନ୍ଦୁ ପକ୍ଷଙ୍କୁ ମିଳିଛି। ତେଣୁ ଏଭଳି ସ୍ଥିତିରେ ମୁସଲିମ ପକ୍ଷଙ୍କୁ ୫ ଏକର ବିକଳ୍ପ ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେବାର କୌଣସି କାରଣ ନାହିଁ।“

ଏହି ରିଭ୍ୟୁ ପିଟିସନ ପୂର୍ବରୁ ମୌଲାନା ମୁଫତି ହସବୁଲ୍ଲା, ମୌଲାନା ମାହାଫୁଜୁର ରେହମାନ, ମିସାହାବୁଦ୍ଦିନ, ମହମ୍ମଦ ଉମର, ହାଜି ନାହାବୁବ ଓ ମହମ୍ମଦ ଆୟୁବୁ ମଧ୍ୟ ସୁପ୍ରିମକୋର୍ଟ ଦେଇଥିବା ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ କରିଛନ୍ତି।

ଅଗଷ୍ଟ ୯ରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ହିନ୍ଦୁ ପକ୍ଷଙ୍କର ମାଲିକାନାରେ ରହିବ ବୋଲି କହିଥିଲେ। ଏହି ଖଣ୍ଡପୀଠ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story