ହନିପ୍ରୀତ୍‌ଙ୍କ ଲୁଚକାଳୀ ଖେଳ: ପତ୍ତା ମିଳିଲା ତଥାପି ପୋଲିସ ଭକୁଆ

ନୂଆଦିଲ୍ଲୀ:କେତେବେଳେ ପଞ୍ଜାବ ତ’ କେତେବେଳେ ହରିୟାଣା।  କେତେବେଳେ ରାଜସ୍ଥାନ ତ’ ପୁଣି କେତେବେଳେ  ନେପାଳ।  ଗତ କିଛି ମାସ ଧରି ପୋଲିସକୁ ଚକମା ଦେଇ ଆସୁଥିବା ହନିପ୍ରୀତ ଶେଷର ଦିଲ୍ଲୀରେ ଥିବା ଜଣାପଡିଛି।  ଗତ କିଛି ଦିନ ଧରି ପୋଲିସକୁ ଚକମା ଦେଇଆସୁଥିବା ହନିପ୍ରୀତଙ୍କ ପତ୍ତା ମିଳିଛି । ସେ ଦିଲ୍ଲୀରେ ଥିବା ତାଙ୍କ ଓକିଲ କହିଛନ୍ତି। ଏହି ରହସ୍ୟର ଖୁଲାସା ଖୋଦ ତାଙ୍କ ଓକିଲ କରିଥିଲେ  । ହେଲେ ଆଜି ତାଙ୍କ ଆଗୁଆ ଜାମିନ ଶୁଣାଣି […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 02:39 PM IST

Sports

Latest News

ନୂଆଦିଲ୍ଲୀ:କେତେବେଳେ ପଞ୍ଜାବ ତ’ କେତେବେଳେ ହରିୟାଣା।  କେତେବେଳେ ରାଜସ୍ଥାନ ତ’ ପୁଣି କେତେବେଳେ  ନେପାଳ।  ଗତ କିଛି ମାସ ଧରି ପୋଲିସକୁ ଚକମା ଦେଇ ଆସୁଥିବା ହନିପ୍ରୀତ ଶେଷର ଦିଲ୍ଲୀରେ ଥିବା ଜଣାପଡିଛି।  ଗତ କିଛି ଦିନ ଧରି ପୋଲିସକୁ ଚକମା ଦେଇଆସୁଥିବା ହନିପ୍ରୀତଙ୍କ ପତ୍ତା ମିଳିଛି । ସେ ଦିଲ୍ଲୀରେ ଥିବା ତାଙ୍କ ଓକିଲ କହିଛନ୍ତି। ଏହି ରହସ୍ୟର ଖୁଲାସା ଖୋଦ ତାଙ୍କ ଓକିଲ କରିଥିଲେ  । ହେଲେ ଆଜି ତାଙ୍କ ଆଗୁଆ ଜାମିନ ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟ ଆସି ନ ଥିଲେ ହନିପ୍ରୀତ।  ତାଙ୍କ ଓକିଲଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ତେବେ କୋର୍ଟ ଏନେଇ ରାୟ ସଂରକ୍ଷିତ ରଖିଛନ୍ତି।  ପଞ୍ଜାବ ହରିୟାଣା ଡ୍ରଗସ ମାଫିଆଙ୍କ ଠାରୁ ତାଙ୍କ ଜୀବନ ପ୍ରତି ଭୟ ଥିବା ଓକିଲ ଦର୍ଶାଇଛନ୍ତି ।

ଏତିକି ନୁହେଁ, ହନିପ୍ରୀତ ଗତକାଲି ତାଙ୍କ ଓକିଲ ପ୍ରଦୀପ ଆଚାର୍ଯ୍ୟଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ଲାଜପତ ନଗର ସ୍ଥିତ ଅଫିସକୁ ଦେଖା କରିବାକୁ ଆସିଥିଲେ।  ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି।  ଆଗୁଆ ଜାମିନ୍ ଆବେଦନକୁ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରି ପଳାଇଥିଲେ ହନିପ୍ରୀତ।  ତେବେ ପ୍ରଶ୍ନ ଉଠୁଛି ହନିପ୍ରୀତ ଏତେ ଦିନ ଧରି ଆଇନ ସହ କାହିଁକି ଲୁଚକାଳି ଖେଳୁଥିଲେ ? ତାକୁ ନେଇ ଉଠିଛି ପ୍ରଶ୍ନ।

ସେପଟେ ହନିପ୍ରୀତ ଦିଲ୍ଲୀରେ ଥିବା ଖବର ଶୁଣି ହରିୟାଣା ପୋଲିସର ଏକ ଟିମ୍ ଗ୍ରେଟର କୈଳାଶର ଏକ ଘରେ ଚଢ଼ାଉ କରିଥିଲା।  ତେବେ ଗିରଫଦାରି ଓ୍ୱାରେଣ୍ଟ ସହ ସେଠାରେ ପହଞ୍ଚିଥିବା ପୋଲିସକୁ ନିରାଶ ହେବାକୁ ପଡ଼ିଥିଲା।  ହନିପ୍ରୀତଙ୍କ କୌଣସି ଖୋଜଖବର ମିଳିପାରି ନ ଥିଲା । ରାମ୍‌ ରହିମଙ୍କୁ  ସଜା ଶୁଣାଣି ପରଠୁ ଫେରାର ଥିଲେ ପୋଷ୍ୟ କନ୍ୟା କୁହାଯାଉଥିବା ହନିପ୍ରୀତ । ଦୋଷୀ ସାବ୍ୟସ୍ତ ହେବା ପରେ ରାମ୍ ରହିମଙ୍କୁ କୋର୍ଟରୁ ଖସାଇବା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ହନିପ୍ରୀତଙ୍କୁ ଖୋଜୁଥିଲା ହରିୟାଣା ପୋଲିସ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story