ଚାଇନା ନୀତିକୁ ବିରୋଧ କରୁଥିବା ହଂକଂ ମିଡିଆ ଟାଇକୁନ ଗିରଫ

ବେଜିଂ: ହଂକଂର ପ୍ରୋ-ଡେମୋକ୍ରାସି ମିଡିଆ ଟାଇକୁନ ଜିମି ଲାଇକୁ ସୋମବାର ପୁଲିସ୍‌ ଗିରଫ କରିଛି। ଏଥିସହ ଜିମିଙ୍କ ଖବର କାଗଜ ଅଫିସରେ ରେଡ କରି ପୁଲିସ୍‌ ତାଙ୍କୁ ହାତରେ ହ୍ୟାଣ୍ଡକଫ ପକାଇ ବାହାରକୁ ଚଲାଇ ଚଲାଇ ଆଣିଛି। ଜିମି ଚାଇନା ସହ ଏକମତ ନ ହେବା ସହ ବେଜିଂ ବିରୋଧରେ ଖବର ପ୍ରସାରଣ କରୁଥିଲେ। ଏହାକୁ ମୁକାବିଲା ପାଇଁ ଚାଇନା ଜୋରଜବରଦସ୍ତି ହଂକଂରେ ନୂଆ ସୁରକ୍ଷା ଆଇନ ପ୍ରଣୟନ କରିଛି। ଏହି ନୂଆ ଆଇନ ବଳରେ ପୁଲିସ […]

l

l

Hemant Lenka
  • Published: Monday, 10 August 2020
  • Updated: 10 August 2020, 03:03 PM IST

Sports

Latest News

ବେଜିଂ: ହଂକଂର ପ୍ରୋ-ଡେମୋକ୍ରାସି ମିଡିଆ ଟାଇକୁନ ଜିମି ଲାଇକୁ ସୋମବାର ପୁଲିସ୍‌ ଗିରଫ କରିଛି। ଏଥିସହ ଜିମିଙ୍କ ଖବର କାଗଜ ଅଫିସରେ ରେଡ କରି ପୁଲିସ୍‌ ତାଙ୍କୁ ହାତରେ ହ୍ୟାଣ୍ଡକଫ ପକାଇ ବାହାରକୁ ଚଲାଇ ଚଲାଇ ଆଣିଛି।

ଜିମି ଚାଇନା ସହ ଏକମତ ନ ହେବା ସହ ବେଜିଂ ବିରୋଧରେ ଖବର ପ୍ରସାରଣ କରୁଥିଲେ। ଏହାକୁ ମୁକାବିଲା ପାଇଁ ଚାଇନା ଜୋରଜବରଦସ୍ତି ହଂକଂରେ ନୂଆ ସୁରକ୍ଷା ଆଇନ ପ୍ରଣୟନ କରିଛି। ଏହି ନୂଆ ଆଇନ ବଳରେ ପୁଲିସ ଜିମିଙ୍କୁ ଗିରଫ କରିଛି।

୭୧ ବର୍ଷୀୟ ଜିମିଙ୍କ ସହ ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ୨ ଜଣଙ୍କ ମଧ୍ୟରେ ଜିମିଙ୍କ ଦୁଇ ପୁଅ ମଧ୍ୟ ରହିଛନ୍ତି। ଏମାନେ ବିଦେଶୀ ଫୋର୍ସ ସହ ମିଶି କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି। ଜୁନ୍‌ ମାସରେ ଚାଇନା ସରକାର ହଂକଂରେ ନୂଆ ଜାତୀୟ ସୁରକ୍ଷା ଆଇନ ଲାଗୁ କରିଥିଲେ।

ଚାଇନା ସରକାରଙ୍କୁ ଏଠାରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ବେଜିଂ ପକ୍ଷରୁ ଜାତୀୟ ସୁରକ୍ଷା ଆଳରେ ଲୋକଙ୍କ ମୁହଁ ବନ୍ଦ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି।

ଜିମିଙ୍କୁ ଗିରଫ କରିବା ପାଇଁ ପ୍ରାୟ ୨୦୦ ଜଣ ପୁଲିସ୍‌ ତାଙ୍କ ଖବରକାଗଜ ଅଫିସରେ ରେଡ କରିଥିଲେ। ଏହାପରେ ସମସ୍ତ କର୍ମଚାରୀଙ୍କୁ ଧାଡ଼ିରେ ଛିଡ଼ା କରି ପରିଚୟପତ୍ର ଯାଞ୍ଚ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ୱାରେଣ୍ଟ ଧରି ଏଭଳି ରେଡ ଓ ଗିରଫଦାରୀ କରାଯାଇଛି ବୋଲି ପୁଲିସ୍‌ କହିଛି। ଖବରକାଗଜ ବ୍ୟତୀତ ଜିମିଙ୍କର ନ୍ୟୁଜ ପୋର୍ଟାଲ ଓ ୱେବ ଚ୍ୟାନେଲ ମଧ୍ୟ ରହିଛି। ଆଗକୁ ସେ ଆଉ ଏକ ଡିଜିଟାଲ ପବ୍ଲିଶିଂ ଗ୍ରୁପ ବାହାର କରିବାର ଯୋଜନା କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story